Latest Odisha News

BREAKING NEWS

ଆଉ ୫ ବର୍ଷ ବଢିଲା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅବଧି, ଖର୍ଚ୍ଚ ହେବ ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ: କୃଷକମାନଙ୍କୁ ଖୁସି ଖବର ଦେଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ ଯୋଜନା) ଯୋଜନାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଅର୍ଥାତ୍ 2030-31 ପର୍ଯ୍ୟନ୍ତ ବୃଦ୍ଧି କରି ସରକାର। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ…

ବର୍ଷାରେ କ୍ଷତବିକ୍ଷତ ଗ୍ରାମ୍ୟ ସଡ଼କ: ତୁରନ୍ତ ମରାମତି ପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ଏବେ ଲଗାଣ ବର୍ଷା ସହ ଉତ୍କଟ ବନ୍ୟା ପରିସ୍ଥିତି ଲାଗି ରହିଛି । ଏଥି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ରାସ୍ତା, ପୋଲ, କଲଭର୍ଟ ଏବଂ କ୍ରସ୍-ଡ୍ରେନେଜ୍ (ସିଡି) କାର୍ଯ୍ୟର ତୁରନ୍ତ ମରାମତି ଓ ପୁନରୁଦ୍ଧାର କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ଼ା ନିର୍ଦ୍ଦେଶ ଜାରି…

ରାଜ୍ୟର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଅଦାନୀ ଗ୍ରୁପ୍‌!

ଭୁବନେଶ୍ୱର: ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ ଆଜି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି ଅଦାନୀ ଗ୍ରୁପ୍‌ର ପ୍ରତିନିଧିମାନେ । ଖାରବେଳ ଭବନଠାରେ ଏହି ସାକ୍ଷାତ ସମୟରେ ତାଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ…

ଭିଜିଲାନ୍ସ ଜାଲରେ ଆରଆଇ ଓ ସହଯୋଗୀ, ୩୦ ହଜାର ଲାଞ୍ଚ ନେଉଥିଲେ…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ କଟକ ଜିଲ୍ଲାର ନିଆଳି ତହସିଲ ଅନ୍ତର୍ଗତ ମାଧବା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) କିଶୋର କୁମାର ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ସୁକାନ୍ତ ପ୍ରଧାନଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛନ୍ତି। ସେମାନେ ୩୦ ହଜାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏକ ମ୍ୟୁଟେସନ୍…

ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିରନ୍ତର ପ୍ରେରଣାରେ ବିକାଶ, ପ୍ରଗତି ଓ ସମୃଦ୍ଧିର ଏକ ନୂତନ ପଥରେ ଓଡ଼ିଶା ଦ୍ରୁତ ଗତିରେ ଆଗେଇ…

PM Modi PAK Visit?: SCO ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ପଠାଇବ ପାକିସ୍ତାନ! ଇସଲାମାବାଦ ଯିବେ କି…

ନୂଆଦିଲ୍ଲୀ: ପାକିସ୍ତାନ ଯିବେ କି ପ୍ରଧାନମନ୍ତ୍ରୀ? ଶାହବାଜଙ୍କ ନିମନ୍ତ୍ରଣ ରକ୍ଷା କରି ଇସଲାମାବାଦ ଯିବେ କି ମୋଦି? ପାକିସ୍ତାନରେ ହେବାକୁ ଥିବା ୨୦୨୭ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପାକିସ୍ତାନ…

କେନ୍ଦ୍ରାପଡ଼ାର ୭ଟିବ୍ଲକ ବନ୍ୟାରେ ପ୍ରଭାବିତ;ସ୍ବାସ୍ଥ୍ୟସେବା ପାଇଁ ୮ ମେଡିକାଲ ଟିମ୍‌ ନିୟୋଜିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଜିଲାପାଳ ରଘୁରାମ ଆର ଆୟର ସୂଚନା ଦେଇଛନ୍ତି । ଜିଲାର ୩୮ଟି ପଞ୍ଚାୟତର ୭୫ଟି ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇଥିବ ସେ କହିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ ପ୍ରଭାବିତ…

ଲଣ୍ଡନ୍‌ରେ ରୋହିତଙ୍କ କ୍ଲିନ୍ ସେଭ୍ ଲୁକ୍ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସିନିୟର ଓପନର୍ ରୋହିତ ଶର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଶେଷ ହେବା ପରେ ସେ ନିଜ ପରିବାର ସହ ଲଣ୍ଡନ୍‌ରେ ଛୁଟି ବିତାଉଛନ୍ତି । ଏହି ସମୟରେ ତାଙ୍କର ଏକ ନୂଆ ଏବଂ ଆକର୍ଷଣୀୟ କ୍ଲିନ୍-ସେଭ …

୬ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି, ବୈଠକ ଉପରେ ନଜର

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ପୁଟିନ ଏବଂ ସି ଜିନପିଙ୍ଗଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ସମେତ ଅନେକ ବିଶ୍ୱ ନେତା ଯୋଗଦେବେ। କୁହାଯାଉଛି ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ଛଅ ବର୍ଷ…

ମୋତେ ସମ୍ପତ୍ତି, ପ୍ରସିଦ୍ଧି ଏବଂ ସମ୍ମାନ ମିଳିଛି: ଟ୍ରୋଲିଂକୁ ନେଇ କଙ୍ଗନାଙ୍କ ନୂଆ ବୟାନ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ଏବେ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି। କେତେବେଳେ କଙ୍ଗନା ରଣାୱତ ଓ CJP ମଧ୍ୟରେ ବୟାନବାଜିକୁ ନେଇ ଟ୍ରୋଲିଂ ହେଉଛନ୍ତି ତ ଆଉ କେତେବେଳେ ଜେନ ଜିଙ୍କ ବିଷୟରେ କହି ଟ୍ରୋଲିଂର ଶିକାର…