ମାଟ୍ରିକ ପରୀକ୍ଷାରେ କପି ଧରାପକାଇଲା ଏଆଇ କ୍ୟାମେରା
ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନରେ କପି ଓ ଅବ୍ୟବସ୍ଥା ଦେଖାଦେଇଛି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଲଗାଯାଇଥିବା ଏଆଇ ଚାଳିତ ସିସିଟିଭି କ୍ୟାମେରାରେ ରାଜ୍ୟର ପ୍ରାୟ ୬୦୦ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ…