Latest Odisha News

BREAKING NEWS

ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଅପହଞ୍ଚ ଇଲାକାରେ ଲୋକଙ୍କ ପାଇଁ ଦେବଦୂତ ସାଜୁଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) । ଘରେ ଘରେ ପହଞ୍ଚାଉଛି ସ୍ୱାସ୍ଥ୍ୟସେବା । ଟିପିଏସ୍ଓଡିଏଲ୍, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି…

ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ…

ତେଲ ନଦୀରେ ବନ୍ୟା: ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ । ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି କେସିଙ୍ଗା ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରରୁ ବନ୍ୟା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ…

ବୟସ ଜାଲିଆତି ରୋକିବାକୁ ବିସିସିଆଇର ବଡ଼ ପଦକ୍ଷେପ: ଯାଞ୍ଚ କରିବ ସ୍ୱତନ୍ତ୍ର ଏଜେନ୍ସି

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରେ ବୟସ କମାଇ ଜାଲିଆତି କରିବା କୌଣସି ନୂଆ କଥା ନୁହେଁ  । ଭାରତୀୟ କ୍ରିକେଟରେ ମଧ୍ୟ ପୂର୍ବରୁ ରସିଖ ସଲାମ୍, ପ୍ରିନ୍ସ ଯାଦବ, ମନଜୋତ କାଲରା ଏବଂ ନୀତିଶ ରାଣାଙ୍କ ଭଳି ଅନେକ ଖେଳାଳି ବୟସ ଜାଲିଆତି ମାମଲାରେ ଫସିଛନ୍ତି । ତେବେ ଏହି ଜାଲିଆତିକୁ ସମ୍ପୂର୍ଣ୍ଣ ରୂପେ…

ରୁଟ ଇଂଲଣ୍ଡ ଟେଷ୍ଟ ଦଳର ନୂଆ ଅଧିନାୟକ, ଫ୍ଲେମିଂ ହେଲେ କୋଚ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଜୋ ରୁଟ୍‌ଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ସେ ନିକଟରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେନ୍ ଷ୍ଟୋକ୍ସଙ୍କ ସ୍ଥାନ ନେବେ । ଏହା ସହିତ…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ରାଜ୍ୟପାଳ

ଭୁବନେଶ୍ୱର: ଇଣ୍ଡିଆନ ଆଇଡଲ ସିଜନ-୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ । ସଙ୍ଗୀତ କ୍ଷେତ୍ରରେ ପ୍ରଦର୍ଶିତ ଉଲ୍ଲେଖନୀୟ ସଫଳତା ପାଇଁ ବୁଧବାର ଲୋକ ଭବନରେ ଜ୍ୟୋତିର୍ମୟୀଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟପାଳଙ୍କଠାରୁ…

ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କଲା ଖଡଗେଙ୍କ ଏପରି ମନ୍ତବ୍ୟ.. ରେକର୍ଡରୁ ମଧ୍ୟ ହଟାଇ ଦିଆଗଲା

ନୂଆଦିଲ୍ଲୀ: ପେପର ଲିକ୍ ବିରୋଧୀ ବିଲ୍ ଉପରେ ଆଲୋଚନା ସମୟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମନୁସ୍ମୃତି ଉପରେ ମନ୍ତବ୍ୟ ଦେଇଥିଲା, ଯାହା ରାଜ୍ୟସଭାରେ ହଙ୍ଗାମା ସୃଷ୍ଟି କରିଥିଲା। ବିଜେପି ଖଡଗେଙ୍କ ଏହି ମନ୍ତବ୍ୟ ଉପରେ ଆପତ୍ତି କରିଥିଲା। ଅଧ୍ୟକ୍ଷ ଖଡଗେ ଏପରି ମନ୍ତବ୍ୟ ଦେବା…

Koida Tragedy: କୋମଳମତି ଶିଶୁଙ୍କର ଦୁଃଖଦ ମୃତ୍ୟୁ; ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ିଗଲେ ଦୁଇ ଭାଇ ଭଉଣୀ

କୋଇଡା: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡି ଦୁଇ ନିଷ୍ପାପ ଶିଶୁଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟଣା ଘଟିଛି କୋଇଡ଼ା ଥାନା ଅନ୍ତର୍ଗତ କାଦଡିହା ଗ୍ରାମରେ। ମୃତ ଦୁଇ ଶିଶୁ ହେଲେ ଗ୍ରାମର ଶମ୍ଭୁ ଭୂମିଜଙ୍କ ୫ ବର୍ଷର ଝିଅ ପ୍ରିୟା ଭୂମିଜ ଓ ୩…

ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ଦିନରୁ ଚାଲି ଆସୁଥିବା ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ନେଇ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଆସନ୍ତା ୩…

ସିଂହନାଥ ଓ ଭଟ୍ଟାରିକା ପୀଠରେ BNS ୧୬୩ ଲାଗୁ

ଆଠଗଡ:କଟକ ଜିଲ୍ଲା ବଡ଼ମ୍ବାରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢ଼ିଥିବା ଜଳସ୍ତରର ପ୍ରଭାବରେ ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିଛି । ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ୫ ଫୁଟର ବନ୍ୟାଜଳ ପଶିଥିଲା ।…