Latest Odisha News

BREAKING NEWS

ଲାଞ୍ଚ ମାମଲାରେ ପୂର୍ବତନ ଏଏସ୍‌ଆଇଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ଯାଜପୁର: ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନାରେ କାମ କରିଥିବା ପୂର୍ବତନ ଏଏସ୍‌ଆଇ ଅମୀୟ କୁମାର ବେହେରା । ଆଜି ସ୍ବତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । କୋର୍ଟଙ୍କ ରାୟ ପରେ ଅମୀୟଙ୍କୁ…

ମୁସଲିମ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ମୁସଲିମ ଛାତ୍ରୀ: ୫ ବର୍ଷ ମଧ୍ୟରେ କେତେ ପରିବର୍ତ୍ତନ ହୋଇଛି ଭାରତର ଶିକ୍ଷା…

ନୂଆଦିଲ୍ଲୀ: ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷା ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠେ। ମୁସଲିମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଛାଡିବା ହାର ଏବଂ ଉଚ୍ଚଶିକ୍ଷାରେ ଅଂଶଗ୍ରହଣ ଏକ ସାଧାରଣ ବିତର୍କର ବିଷୟ ହୋଇଆସିଛି। ଜୁଲାଇ ୨୯ ତାରିଖରେ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ସରକାର ସଂଖ୍ୟାଲଘୁ ଛାତ୍ର…

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ

ଭୁବନେଶ୍ୱର: ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି । ଅଧିକାଂଶ ଜିଲ୍ଲା ଏହା ଦ୍ବାରା ପ୍ରଭାବିତ ହୋଇଛି । ଏହି ପ୍ରରିପେକ୍ଷିରେ ଆଜି ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ପରିସ୍ଥିତି ସମୀକ୍ଷୀ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ । ସେ…

କମନୱେଲଥ ଗେମ୍ସ ୨୦୨୬:  ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତର ତିନି ଆଥଲେଟ

ଗ୍ଲାସଗୋ: କମନୱେଲଥ ଗେମ୍ସ ୨୦୨୬ରୁ ଭାରତ ପାଇଁ ଜାଭେଲିନ୍ ଥ୍ରୋରେ  ଖୁସିର ଖବର ଆସିଛି । ଦୀର୍ଘ ଦିନ ପରେ କମନୱେଲଥ ଗେମ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ପୁରୁଷ ଜାଭେଲିନ୍ ଥ୍ରୋ’ର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

Kesinga SDPO:କେସିଙ୍ଗା ଏସଡିପିଓଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌;୧୫ ଦିନ ମଧ୍ୟରେ ରିପୋର୍ଟ ତଲବ…

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ନର୍ଲ୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ।୧୫ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏସଡିପିଓ ଓ ତାଙ୍କ ଅଧୀନସ୍ଥ…

Rahul Gandhi in Parliament: ଲୋକସଭାରେ ପେଲେଟ୍ ଗନ୍‌କୁ ନେଇ ଶାହଙ୍କୁ ଘେରିଲେ ରାହୁଲ, ‘କାଶ୍ମୀରରେ ଏହା କଂଗ୍ରେସ…

ନୂଆଦିଲ୍ଲୀ: ଲୋକସଭାରେ ଆଣ୍ଟି ପେପର ଲିକ୍ ବିଲ୍‌ ଉପରେ ଆଲୋଚନା ବେଳେ ପେଲେଟ୍ ଗନ୍‌ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୨୦ ଜୁଲାଇରେ ଛାତ୍ରଛାତ୍ରୀଙ୍କ ‘ଚଲୋ ସଂସଦ’ ଆନ୍ଦୋଳନ ସମୟରେ ପୋଲିସ…

ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ବିବାଦ:  ସଫେଇ ଦେଲେ ଦିଲ୍ଲୀପ ତିର୍କୀ

ନୂଆଦିଲ୍ଲୀ: ୨୦୨୬ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ଭାରତୀୟ ହକି ଦଳର ନୂଆ ଜର୍ସିକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଦୀର୍ଘ ଦଶନ୍ଧି ଧରି ନୀଳ ରଙ୍ଗର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଉଥିବା ଭାରତୀୟ ଦଳ ଏବେ କମଳା ରଙ୍ଗର କିଟ୍‌ରେ ନଜର ଆସିବ । ଜୁଲାଇ ୨୭ରେ ହକି ଇଣ୍ଡିଆ ପୁରୁଷ ଓ ମହିଳା ଉଭୟ…

ନ୍ୟୁୟର୍କ ଟାଇମ୍ସର ହେଡଲାଇନକୁ ଦୃଢ଼ ବିରୋଧ କଲା ଭାରତ, କହିଲା- କାଶ୍ମୀର ପାକିସ୍ତାନର ଅଂଶ ନୁହେଁ, ଏହା ପିଓକେ

ନୂଆଦିଲ୍ଲୀ: ଆମେରିକୀୟ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଶୀର୍ଷକ ଉପରେ ଭାରତ ଦୃଢ଼ ଆପତ୍ତି ଉଠାଇଛି। ଆମେରିକାରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି ଯେ ଖବରକାଗଜରେ "ପାକିସ୍ତାନୀ କାଶ୍ମୀର" ଶବ୍ଦର ବ୍ୟବହାର ଭ୍ରାମକ ଏବଂ ତଥ୍ୟଗତ ଭାବରେ ଭୁଲ।…

ଯଦି ପୁଣି ଭାରତ ହାତକୁ ଫେରିଆସେ PoK, କ’ଣ ହେବ? CPEC ଠାରୁ ଆରମ୍ଭ କରି ପାକିସ୍ତାନର ରଣନୀତି ପର୍ଯ୍ୟନ୍ତ କ’ଣ…

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଗତ କିଛି ସପ୍ତାହ ଧରି ପାକିସ୍ତାନ ସରକାର ଓ ସେନା ବିରୋଧରେ ଜାରି ଥିବା ବିରୋଧ ପ୍ରଦର୍ଶନ ଏବଂ ହିଂସା ପୁଣିଥରେ ଏହି ଅଞ୍ଚଳକୁ ବିଶ୍ୱ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି। ଏହାରି ଭିତରେ ଏକ ବଡ଼ ପ୍ରଶ୍ନ ଉଠୁଛି, ଯଦି ଭବିଷ୍ୟତରେ କୌଣସି…

Farmer rescue: ତାଳଗଛରେ ୨୪ ଘଣ୍ଟା…ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍

ଭଦ୍ରକ:ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ । ବିଲ ମଝିରେ ତାଳଗଛ ଉପରେ ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ । ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୁଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇ ହଠାତ୍…