ବୌଦ୍ଧ ଆରଟିଓଙ୍କ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠାବ କଲା ଭିଜିଲାନ୍ସ
ବୌଦ୍ଧ: ଜିଲ୍ଲାର ଆରଟିଓ ବସନ୍ତ କୁମାର ମହାପାତ୍ର ଗୁରୁବାର ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମର ୧୦ଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ସମ୍ପତ୍ତି ସଂଗ୍ରହ କରିଥିବା ଭିଜିଲାନ୍ସ ବିଭାଗ ପର୍ଦ୍ଦାଫାସ କରିଛି।
ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ…