Latest Odisha News

BREAKING NEWS

ପୂର୍ବତନ ଆଇଏଏସ ଅଧିକାରୀ ଦୁର୍ଗା ଚରଣ ସାହୁଙ୍କର ପରଲୋକ

ଭୁବନେଶ୍ୱର: ଜଣେ ସୁନାମଧନ୍ୟ ଲଖକ ତଥା ପୂର୍ବତନ IAS ଅଧିକାରୀ ଦୁର୍ଗା ଚରଣ ସାହୁଙ୍କର ଗତକାଲି (୨୪-୦୬-୨୦୨୬) ସନ୍ଧ୍ୟା ୬.୪୦ରେ  ଦେହାନ୍ତ ହୋଇଛି। ୭୬ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ତାଙ୍କର ପରଲୋକ ଘଟିଛି। ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ (୧୯୭୪ ବ୍ୟାଚ୍)। ଦୁର୍ଗା…

ଟାଇମ୍‍ସ ହାୟର ଏଜୁକେସନ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଂ ୨୦୨୬: ଦେଶର ୪ର୍ଥ ସ୍ଥାନରେ କିଟ୍

ଭୁବନେଶ୍ୱର: ଟାଇମ୍‍ସ ହାୟର ଏଜୁକେସନ୍ ସଷ୍ଟେନେବିଲିଟି ଇମ୍ପାକ୍ଟ ରାଙ୍କିଙ୍ଗ୍ସ ୨୦୨୬ରେ ଭାରତର ସମସ୍ତ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍‍ ୪ର୍ଥ ସ୍ଥାନ ହାସଲ କରିଛି । ଗତ ବର୍ଷ କିଟ୍‍ ଏହି ରାଙ୍କିଂର ୫ମ ସ୍ଥାନରେ ଥିଲା। ଏହା ସହିତ ବିଶ୍ୱ ସ୍ତରରେ କିଟ୍‍ ୧୦୧-୨୦୧…

ବୋଲେରୋରେ ଚାଲିଥିଲା ଚୋରାଚାଲାଣ: ମାଡିବସିଲା ବନ ବିଭାଗ, ୩୨୯ଟି କଇଁଛ ଜବତ

ମାଲକାନଗିରି: ବନ ବିଭାଗକୁ ବଡ଼ ସଫଳତା। ବେଆଇନ କଇଁଛ ଚାଲାଣ ଉପରେ ଚଢ଼ାଉ କରି ମାଲକାନଗିରି ବନ ବିଭାଗ ୩୨୪ଟି କଇଁଛ ଜବତ କରିଛି। ଏହାସହ ୩ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗର ଟିମ୍ ଏକ ବୋଲେରୋ ଗାଡ଼ିକୁ ମାଲକାନଗିରି ଜିଲ୍ଲା ପଦ୍ମଗିରି ଛକ ନିକଟରେ ଅଟକାଇ…

ଜଗନ୍ନାଥଙ୍କ ଉପରେ ଅପଭ୍ରଂଶ ଫିଲ୍ମକୁ ଗଜପତିଙ୍କ ବିରୋଧ: ଆକ୍ସନ ହେବ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ନିର୍ମିତ 'ଅପଭ୍ରଂଶ' ଫିଲ୍ମକୁ ଦୃଢ଼ ବିରୋଧ କରିଛନ୍ତି। ଏଥିରେ ଜଗନ୍ନାଥ ସଂସ୍କୃତିକୁ ବିକୃତ ତଥା କାଳ୍ପନିକ ଭାବରେ ଉପସ୍ଥାପନ କରାଯାଇଥିବା ଦର୍ଶାଇ ସେ ଫିଲ୍ମର ମୁକ୍ତିଲାଭ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି।…

ଏସିଆନ ଜିମ୍ନାଷ୍ଟିକ୍ସ ଚାମ୍ପନଶିପରେ ଇତିହାସ ରଚିଲେ ହର୍ଷିତ, ଅକ୍ଷତ

ନୂଆଦିଲ୍ଲୀ: ଏସିଆନ ଜୁନିୟର ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ଭାରତର ହର୍ଷିତ ଦାମୋଦରନ ଓ ଅକ୍ଷତ ବଜାଜ ଇତିହାସ ରଚିଛନ୍ତି । ହର୍ଷିତ ସ୍ୱର୍ଣ୍ଣ ଏବଂ ଅକ୍ଷତ ରୌପ୍ୟ ପଦକ ଜିତି ଭାରତର ମାନ ବଢ଼ାଇଛନ୍ତି । ପ୍ରଥମଥର ପାଇଁ ଭାରତ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଓ ରୌପ୍ୟ ଏକାଥରକେ ହାସଲ କରିଛି ।…

Quranic law and Polygamy: “ଭାରତରେ ଲାଗୁ ହେବା ଉଚିତ ପାକିସ୍ତାନ ପରି ଇସଲାମିକ ଆଇନ”, ବିଧାନସଭାରେ…

ମୁମ୍ବାଇ: ଏନସିପିର ଅଜିତ ପାୱାର ଗୋଷ୍ଠୀର ସଦସ୍ୟ ଏନସିପି ବିଧାୟିକା ସନା ମଲିକ ୟୁସିସି ଉପରେ ତାଙ୍କ ବିବୃତ୍ତି ଦେଇ ମହାରାଷ୍ଟ୍ର ବିଧାନସଭାରେ ହଇଚଇ ସୃଷ୍ଟି କରିଥିଲେ। ସନା ମଲିକ ଭାରତରେ କୁରାନ ଉପରେ ଆଧାରିତ ଆଇନ ଲାଗୁ କରିବାକୁ ଦାବି କରିଥିଲେ ଏବଂ ତିନି ତଲାକକୁ ମଧ୍ୟ ସମର୍ଥନ…

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ

ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍‌। ନୂଆ ଶିକ୍ଷାବର୍ଷରେ ସରକାରୀ ସ୍କୁଲ୍‌ର ଛୋଟ ଛୋଟ ପିଲାଙ୍କୁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇ ଦେବାକୁ ପ୍ରସ୍ତୁତି ଜୋରଦାର ହୋଇଛି । ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍‌ ମିଳିବ। ପିଲାଙ୍କୁ…

୧୧ ଜିଲ୍ଲାରେ ପ୍ରବଳ ଝଡବର୍ଷା ସମ୍ଭାବନା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ୧୧ଟି ଜିଲ୍ଲା ପାଇଁ ଝଡବର୍ଷା ସତର୍କତା ଜାରି କରିଛି। ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା ସହ ଘଣ୍ଟାପ୍ରତି…

Wife Not Husband’s Property: ‘ସ୍ବାମୀଙ୍କ ସମ୍ପତ୍ତି ନୁହେଁ ସ୍ତ୍ରୀ…’, ହାଇକୋର୍ଟଙ୍କ କଡ଼ା…

କଟକ: ସ୍ବାମୀଙ୍କ ହାତର କଣ୍ଢେଇ ନୁହନ୍ତି ସ୍ତ୍ରୀ…ଚାବି ମୋଡିଲେ, ତାଙ୍କ ଇଚ୍ଛାରେ ଚାଲିବେ । ସ୍ବାମୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ । କହିଲେ, 'ସ୍ତ୍ରୀ ନୁହନ୍ତି ତୁମ ସମ୍ପତ୍ତି'। ଭାରତୀୟ ସମାଜରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏକ ଅଲିଖିତ ଧାରଣା, ବିବାହ ପରେ ସ୍ତ୍ରୀଙ୍କ ଜୀବନ…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା, ଓଡ଼ିଶାର ଆଉ ଜଣେ ମହିଳାଙ୍କ ମୃତ୍ୟୁ…

ଭୁବନେଶ୍ୱର: ଗୁରୁବାର ଦିନ ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ ହେବା ଘଟଣାରେ  ଆଉ ଜଣେ ଓଡ଼ିଶାର ମହିଳାଙ୍କ ମୃତ୍ୟୁ ହୋଇଛି। ଯାହା ପରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ତାମିଲନାଡୁ…