Latest Odisha News

BREAKING NEWS

ସ୍କୁଲ ବହିରେ ତ୍ରୁଟି ପ୍ରସଙ୍ଗ, ସରିଲା ତଦନ୍ତ

ଭୁବନେଶ୍ୱର: ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ତନାଘନା ସରିଛି। ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି…

ବିଜେଡିରେ ସୁଜାତା ମିଶିବା ପରେ ନବୀନଙ୍କ ବଡ଼ ଘୋଷଣା, ମୁଁ ନିର୍ବାଚନ…

ଭୁବନେଶ୍ବର: ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ବ୍ୟୁରୋକ୍ରାଟ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ…

Samantha Ruth’s Pregnancy: ମା’ ହେବାକୁ ଯାଉଛନ୍ତି ସାମନ୍ଥା ପ୍ରଭୁ, ଇଣ୍ଟରଭ୍ୟୁ ମଝିରେ ଫ୍ୟାନ୍ସଙ୍କୁ ଦେଲେ…

ମୁମ୍ବାଇ: ମା’ ହେବାକୁ ଯାଉଛନ୍ତି ସାଉଥ୍ କୁଇନ୍ ସାମନ୍ଥା ପ୍ରଭୁ । ନେବାକୁ ଚାହୁଁଛନ୍ତି ତାଙ୍କ ଜୀବନର ସବୁଠୁ ବଡ ଛୁଟି, ମାତୃତ୍ବ ଛୁଟି । ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ ସେ ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି । ସେ…

ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ, ସରଗରମ ରାଜନୀତି…

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ବ୍ୟୁରୋକ୍ରାଟ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ତେବେ…

ସ୍ମାର୍ଟ ସିଟିରୁ ଆଲୁମିନିୟମ ଷ୍ଟ୍ରିଟ ଲାଇଟ୍ ଚୋରି, ୨ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର

ଭୁବନେଶ୍ଵର: ଓଡି଼ଶାରେ ଷ୍ଟ୍ରିଟ୍ ଲାଇଟ୍ କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ସ୍ମାର୍ଟ ସିଟିରୁ ଆଲୁମିନିୟମ ଷ୍ଟ୍ରିଟ ଲାଇଟ୍ ଚୋରି କରିବା ଭଳି ଅଭିଯୋଗ ଆସିଛି। ରାଜଧାନୀ ଭୁବନେଶ୍ୱରରେ ବିଏମସିର ଷ୍ଟ୍ରିଟ୍ ଲାଇଟ୍ ଚୋରି ଘଟଣା ନେଇ ଚର୍ଚ୍ଚା ଥମୁନି। ୟୁପି ଷ୍ଟାଇଲରେ କମିଶନରେଟ୍…

Proof of Citizenship: ଆଧାର, ଭୋଟର ID, ଏବେ ପାସପୋର୍ଟ ବି ନୁହେଁ…କେମିତି କରିବେ ପ୍ରମାଣ? ଆପଣ ଜଣେ ଭାରତୀୟ…

ନୂଆଦିଲ୍ଲୀ: ନା ଆଧାର, ନା ଭୋଟର ଆଇଡି…ଏବେ ପାସପୋର୍ଟ ବି ନୁହେଁ MEA ବୟାନରେ ହଇଚଇ! ଭାରତୀୟ ନାଗରିକତାର ପ୍ରମାଣ କ’ଣ? ଜଣେ ସାଧାରଣ ଭାରତୀୟଙ୍କୁ ଯଦି ପଚାରାଯାଏ ତାଙ୍କ ନାଗରିକତାର ପ୍ରମାଣ କ’ଣ, ଅଧିକାଂଶ ଲୋକ ଆଧାର କାର୍ଡ, ଭୋଟର ଆଇଡି କିମ୍ବା ପାସପୋର୍ଟର ନାମ ନେବେ।…

Khamenei’s funeral: ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯିବେ କି ପ୍ରଧାନମନ୍ତ୍ରୀ ମୋଦି? ଇରାନରୁ ଆସିଲା ନିମନ୍ତ୍ରଣ…

ନୂଆଦିଲ୍ଲୀ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସମାପ୍ତ ହୋଇଛି। ସୂଚନା ଅନୁଯାୟୀ, ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାମେନେଇଙ୍କ ଅନ୍ତିମ ସଂସ୍କାର ଉତ୍ସବରେ…

ଭେନେଜୁଏଲାକୁ ସମସ୍ତ ସହାୟତା ପାଇଁ ଭାରତ ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଲଗାତର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହା ସାରା ଦେଶକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ମାତ୍ର ଗୋଟିଏ ମିନିଟ୍‌ର ବ୍ୟବଧାନରେ ଆସିଥିବା ଦୁଇଟି ପ୍ରଳୟଙ୍କାରୀ ଭୂମିକମ୍ପ ଯୋଗୁଁ ରାଜଧାନୀ କାରାକାସ୍ ସମେତ ବିଭିନ୍ନ…

ମୌସୁମୀ ସକ୍ରିୟ: ୨୦ ଜିଲ୍ଲାରେ ଝଡ଼ବର୍ଷା, ଘଡଘଡି ସହ ପ୍ରବଳ ବର୍ଷାର ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। କିଛି ସ୍ଥାନରେ ବର୍ଷା ହେଉଥିଲେ ମଧ୍ୟ ଆଗକୁ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୨୦ ଜିଲ୍ଲାରେ…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ପୁଅ ମୃତ, ବାପା-ମାଆ ଗୁରୁତର

ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ସିଙ୍ଗିପୁର ଗ୍ରାମରେ ଅଘଟଣ। ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ପୁଅର ମୃତ ହୋଇଥିବା ବେଳେ ବାପା ମାଆ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ପଡ଼ିଶା ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି l…