ଆଜିଠୁ ଆରମ୍ଭ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଚମକିବ ‘କୋଣାର୍କ ସୂର୍ଯ୍ୟସ ଓଡିଶା’
ଭୁବନେଶ୍ବର: ଆଜିଠୁ ଯୋଧପୁରରେ ଆରମ୍ଭ ହେବ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ର ତୃତୀୟ ସଂସ୍କରଣ । ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ । ଶୁକ୍ରବାର ଏହି ଦଳ ପ୍ରଭାବଶାଳୀ ଖେଳାଳୀ ଇରଫାନ ପଠାନଙ୍କ ନେତୃତରେ ଗତଥରର ବିଜେତା ତଥା ହରଭଜନ…