Latest Odisha News

BREAKING NEWS

ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଥାନାରେ ମହିଳା କମିଶନଙ୍କ ପଚରାଉଚରା

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜ୍ଜୁ କରି ଏନେଇ ତଦନ୍ତ ଆରମ୍ଭ କରିଛି ମହିଳା କମିଶନର । ଏନେଇ ଭରତପୁର ଥାନାରେ ମହିଳା କମିଶନର ଅଧ୍ୟକ୍ଷା ପହଞ୍ଚି ପଚରାଉଚରା ଜାରି କରିଛନ୍ତି ।…

ନବୀନଙ୍କ ନ୍ୟାୟିକ ତଦନ୍ତ ଦାବି: ପାଲଟା ପ୍ରଶ୍ନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଏହାକୁ ନେଇ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରି କହିବା ସହ ପାଲଟା ନବୀନଙ୍କୁ ପ୍ରଶ୍ନ…

ଭରତପୁର ଥାନା ଘଟଣା : ୭ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ରୋଡ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାକୁ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।…

ହାତୀ ଘଉଡ଼ାଇବାକୁ ହଟ୍ଟହଟ୍ଟା ବନ କର୍ମଚାରୀ

ଅନୁଗୁଳ: ଅନୁଗୁଳ ରେଞ୍ଜ ଫୁଲପଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ ରାତିରେ ବନ ବିଭାଗର ୬ ଜଣ କର୍ମଚାରୀ ହାତୀକୁ ଘଉଡାଇବା ପାଇଁ ଫୁଲପଡା ଅଞ୍ଚଳରେ ପହଞ୍ଚିଥିଲେ । ଏହି ସମୟରେ ବନକର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ସେଠାକାର ଲୋକେ । ଖବର ମୁତାବକ, ଗତକାଲି…

ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାରରେ ଡିସିପିଙ୍କ ପ୍ରତିକ୍ରିୟା: କିନ୍ତୁ ଭିଡିଓ କହୁଛି ଅଲଗା କଥା

ଭୁବନେଶ୍ବର: ଭରତପୁର ଥାନାରେ ଯେଉଁଭଳି ଭାବେ ଜଣେ ସେନା ଅଧିକାରୀ ଓ ତାଙ୍କ ମହିଳା ଅଧିକାରୀଙ୍କୁ ନିର୍ଯାତିତ କରାଯାଇଛି ତାହାର ବର୍ବରତା ଏବେ ସବୁ ସୀମା ଟିପିଛି । ସେନା ଅଧିକାରୀଙ୍କ ଘଟଣାକୁ ନେଇ ବୟାନ, ଗୋଟେ ପଟେ ପୋଲିସ ପ୍ରତି ଆକ୍ରୋଶ ଓ ବିରୋଧ ବଢାଇଥିବା ବେଳେ ଏବେ ଭୁବନେଶ୍ବର…

ମୁସଲିମ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ବିଚାରପତି, ସୁପ୍ରିମକୋର୍ଟ ମାଗିଲେ ଜବାବ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ସୁପ୍ରିମ୍ କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବେଙ୍ଗାଲୁରୁର ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି କହିଥିଲେ। ସୁପ୍ରିମକୋର୍ଟ ଏହି…

ତିରୁମାଲା ବିବାଦ ପରେ ‘ସନାତନ ଧର୍ମ ରକ୍ଷା ବୋର୍ଡ’ ଗଠନ ପାଇଁ ଉଠିଲା ଦାବି

ବିଶାଖାପଟନମ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଜାତୀୟ ସ୍ତରରେ 'ସନାତନ ଧର୍ମ ରକ୍ଷା ବୋର୍ଡ' ଗଠନ କରିବାକୁ ଦାବି କରିଛନ୍ତି। ପ୍ରସିଦ୍ଧ ତିରୁମାଲା ଲଡୁ ପ୍ରସାଦରେ ପଶୁ ଚର୍ବି ମିଶାଯାଇଥିବା ଅଭିଯୋଗ ହେବା ପରେ ଏହି ଦାବି ଉଠିଛି। ଗୁଜୁରାଟର ଏକ ପରୀକ୍ଷାଗାରର ଏକ ରିପୋର୍ଟରେ…

୩ ଦିନିଆ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ଠାରୁ ୩ ଦିନିଆ  ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ ଓ…

ଓଡ଼ିଶାରେ ଜୋହ ସେମିକଣ୍ଡକଟର କାରଖାନା ପ୍ରତିଷ୍ଠା କରିବା ନେଇ ଚର୍ଚ୍ଚା, ସିଇଓ ଦେଲେ ସଫେଇ

ନୂଆଦିଲ୍ଲୀ: କ୍ଲାଉଡ୍ ସଫ୍ଟୱେୟାର କମ୍ପାନୀ ଜୋହୋର ସିଇଓ ଶ୍ରୀଧର ଭେମ୍ବୁ ଓଡ଼ିଶାରେ ୩୦୩୪ କୋଟି ଟଙ୍କାର ସେମିକଣ୍ଡକ୍ଟର କାରଖାନାରେ ପୁଞ୍ଜିନିବେଶ କରିଥିବା ଖବରକୁ ଖଣ୍ଡନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜୋହୋର ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରତିଷ୍ଠିତ ସିଆଲଟ୍ରିକ୍…

ଆଜିଠୁ ଆରମ୍ଭ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଚମକିବ ‘କୋଣାର୍କ ସୂର୍ଯ୍ୟସ ଓଡିଶା’

ଭୁବନେଶ୍ବର: ଆଜିଠୁ ଯୋଧପୁରରେ ଆରମ୍ଭ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ତୃତୀୟ ସଂସ୍କରଣ ।  ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ । ଶୁକ୍ରବାର ଏହି ଦଳ ପ୍ରଭାବଶାଳୀ ଖେଳାଳୀ ଇରଫାନ ପଠାନଙ୍କ ନେତୃତରେ ଗତଥରର ବିଜେତା ତଥା ହରଭଜନ…