ଆଜି ଓଡ଼ିଶା ଆସିବେ ଶିବରାଜ ସିଂ ଚୌହାନ
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶର ପୂବର୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସେ ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ସେ ଜଗତସିଂହପୁର ଗସ୍ତ କରିବେ ।
ଜଗତସିଂହପୁର ଲୋକସଭା ସଂସଦୀୟ…