Odisha Vigilance: ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀ ଗିରଫ
ବାରିପଦା: ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀ ଗିରଫ। ଉଦଳା ଉଠାଜଳସେଚନ ବିଭାଗର ୨ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ। SDO ହରେକୃଷ୍ଣ ସିଂହ ଓ JE ସୁବ୍ରତ ମହାନ୍ତି ଗିରଫ। ୪୨ ଲକ୍ଷର ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ।
ଲାଞ୍ଚର ପ୍ରଥମ କିସ୍ତି…