Bob Blair: ଜନ୍ମଦିନରେ ଦୁନିଆକୁ ବିଦାୟ କହିଲେ ଏହି କିମ୍ବଦନ୍ତୀ କ୍ରିକେଟର…ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ବି…
ନୂଆଦିଲ୍ଲୀ: କ୍ରିକେଟ କେବଳ ରନ୍, ୱିକେଟ୍ ଓ ରେକର୍ଡର କାହାଣୀ ନୁହେଁ। କେତେକ ଖେଳାଳି ନିଜ ସାହସ, ତ୍ୟାଗ ଓ ମାନବିକତା ପାଇଁ ଇତିହାସରେ ଅମର ହୋଇ ରହିଯାଆନ୍ତି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ବବ୍ ବ୍ଲେୟାର ସେହିଭଳି ଜଣେ କ୍ରିକେଟର ଥିଲେ। ସେ ଆଜି ଆଉ ଏହି ଦୁନିଆରେ ନାହାନ୍ତି ।…