Latest Odisha News

BREAKING NEWS

ଅନ୍ତରୀଣ ବଜେଟରେ ଓଡ଼ିଶାର ରେଳବାଇକୁ ମିଳିଲା ୧୦ ହଜାର ୫୩୬ କୋଟି ଟଙ୍କା, ପାଇପ୍ ଲାଇନରେ ରହିଛି ଅଧିକ ପ୍ରକଳ୍ପ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷପାଇଁ ଅନ୍ତରୀଣ ବଜେଟରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୧୦,୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ପାଇଁ ଗତ ତିନି ବର୍ଷ…

ଖୋଲା ଆକାଶ ତଳେ ପ୍ରଭୁ ଶ୍ରୀଜଗନ୍ନାଥ, ଭଦ୍ରକରେ ଭକ୍ତଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ଭଦ୍ରକ: ଭଦ୍ରକର ନେହେରୁ ଷ୍ଟାଡିୟମରେ ସାଂସ୍କୃତିକ ଉତ୍ସବ ପରେ ମହାପ୍ରଭୁଙ୍କ ମୂର୍ତ୍ତି ଖୋଲା ଆକାଶ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଜାନୁଆରି ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଓରମାସ୍ ଓ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକପର୍ବ ଭଦ୍ରାଯାନୀ ଲୋକ ମହୋତ୍ସବ ପାଇଁ ଏହି ମୂର୍ତ୍ତି…

ଆସନ୍ତା ଫେବୃଆରୀ ୪ ଓ ୫ରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ କବି ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କିଟ୍‍ର ମିଳିତ ଆନୁକୂଲ୍ୟରେ ଆସନ୍ତା ଫେବୃଆରୀ ୪ ଓ ୫ ତାରିଖ ଦୁଇଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ କବି ସମ୍ମିଳନୀ ଅନୁଷ୍ଠିତ ହେବ। କବି ସମ୍ମିଳନୀର ପ୍ରଥମ ଦିନରେ ‘ସାମ୍ପ୍ରତିକ ସମୟରେ ଓଡ଼ିଆ କବିତାର ସ୍ଥିତି, ଗତି, …

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତି୍ୟକ ଉତ୍ସବ ଉଦଯାପିତ 

ଭୁବନେଶ୍ୱର : ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ…

୧୦ମ ଓଡ଼ିଶୀ ଗୁରୁକୂଳ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ପାଳିତ

ସାକ୍ଷୀଗୋପାଳ : ଗୁରୁକୂଳ ମୁକ୍ତାକାଶ ରଙ୍ଗମଞ୍ଚରେ ସତ୍ୟବାଦୀ ଅଞ୍ଚଳ ବଡ଼ହାଟ ଗ୍ରାମସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୂଳ ର ୧୦ମ ପ୍ରତିଷ୍ଠା ଏବଂ ବିଦ୍ୟାର୍ଥି ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅମିୟ କୁମାର ପଟ୍ଟନାୟକ, ଗୁରୁ ବିଜୟ କୁମାର ଜେନା, ଯନ୍ତ୍ରୀ ଅସୀମ…

ବହୁଭାଷୀ ଚଳଚ୍ଚିତ୍ର ‘ଜୟ ମା’ ସମଲେଇର’ ଶୁଭ ମହୁରତ

ସମ୍ବଲପୁର : ମାଆ ସମଲେଶ୍ୱରୀଙ୍କ ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ ବହୁଭାଷୀ ଚଳଚ୍ଚିତ୍ର 'ଜୟ ମା ସମଲେଇ' ର ଶୁଭ ମହୁରତ ମାଆ ସମଲେଶ୍ଵରୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନିର୍ଦ୍ଦେଶକ…

ଫେବୃଆରି ୩ରୁ ଆଦିବାସୀ ମେଳାରେ ପ୍ରଦର୍ଶିତ ହେବ ବହୁଭାଷୀ ନାଟକର ସାଂସ୍କୃତିକ ବିଚିତ୍ରା

ଭୁବନେଶ୍ବର : ଓଡ଼ିଶାର ଅନୁସୂଚିତ ଜନଜାତିଙ୍କ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ନିମନ୍ତେ ଆସନ୍ତା ଫେବୃଆରି ୩ରୁ ୫ ତାରିଖ ମଧ୍ୟରେ ୟୁନିଟ୍-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ତିନି ଦିନ ଧରି ବହୁଭାଷୀ ନାଟକ ମହୋତ୍ସବ ଅନୁଷ୍ଠିତ ହେବ।…

ଡେନେସ ଡ୍ରାମା: ଆପଣ ଜାଣନ୍ତି କି ସଚିନ ସମେତ ୬ ଖେଳାଳିଙ୍କ ଉପରେ ଲଗା ଯାଇଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ୨୦୦୧ ଦକ୍ଷିଣ ଆଫ୍ରିକା ଗସ୍ତକୁ କିଏ ବା ଭୁଲି ପାରିବ । ଦ୍ୱିତୀୟ ଟେଷ୍ଟ ଅବସରରେ ଭାରତର ୬ଜଣ ଖେଳାଳିଙ୍କ ବିରୋଧରେ ଆସିଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ । ଏହି ଅଭିଯୋଗରୁ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସୌରଭ…

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ପେଟ୍ରୋଲ ଡିଜେଲ ଦର ଆଶାତୀତ ବୃଦ୍ଧି

ଇସଲାମାବାଦ: ପାକିସ୍ତାନରେ ନିର୍ବାଚନ ପୂର୍ବରୁ ପେଟ୍ରେଲ ଓ ଡିଜେଲ ଦର ଆକାଶ ଛୁଆଁ। ପେଟ୍ରୋଲ ଲିଟର ପିଛା ୧୩ଟଙ୍କା ୫୫ପଇସା ବୃଦ୍ଧି କରାଯାଇଛି। ତେବେ ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଦର ୨୫୯.୩୪ରୁ ୨୭୯.୮୯ଟଙ୍କାକୁ ବୃଦ୍ଧି ପାଇଛି। ହାଇ ସ୍ପିଡ୍ ଡିଜେଲ (HSD)ର ମୂଲ୍ୟ ପିକେଆର ୨.୭୫…

ବଜେଟ୍ ଅର୍ଥ କେଉଁ ସୂତ୍ରରୁ ଆସେ ଅର୍ଥ, କେମିତି ହୁଏ ଖର୍ଚ୍ଚ

ନୂଆଦିଲ୍ଲୀ: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍‌କା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ତେବେ…