Latest Odisha News

BREAKING NEWS

ଖାଇବର ପାଖତୁନଖ୍ୱାରେ ବଡ଼ ଧରଣର ବୋମା ବିସ୍ଫୋରଣ; ୭ ମୃତ, ଅନେକ ଆହତ

ଇସଲାମବାଦ: ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶରେ ପୁଣି ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି । ବାନ୍ନୁ ଜିଲ୍ଲାର ମାର୍କା ବେରା ଅଞ୍ଚଳରେ ଦୁଇଟି ପୃଥକ ବୋମା ବିସ୍ଫୋରଣରେ ୭ ଜଣଙ୍କର ପ୍ରାଣହାନୀ ଘଟିଥିବାବେଳେ, ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରାସ୍ତାକଡ଼ରେ ପୂର୍ବରୁ…

Amit Shah Vows To Expel Infiltrators: “ଏହା କୌଣସି ଧର୍ମଶାଳା ନୁହେଁ; ଏଠାରେ ଜନ୍ମଗ୍ରହଣ କରିଥିବା…

ନୂଆଦିଲ୍ଲୀ: କୋଲହାପୁରରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦ୍ଧବ ଠାକରେ ଏବଂ କଂଗ୍ରେସକୁ ଟାର୍ଗେଟ କରି ଘୋଷଣା କରିଛନ୍ତି ଯେ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ କରାଯିବ। ଏହି ଦେଶ ଧର୍ମଶାଳା ନୁହେଁ; ଏଠାରେ ଜନ୍ମ ହୋଇଥିବା ଲୋକମାନେ କେବଳ ଏଠାରେ…

ଏଆଇଏଫଏଫର ନାମ ବଦଳି ହେବ କି ଏଫଏଫବି

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ଶନିବାର ଏକ ଐତିହାସିକ ପଦକ୍ଷେପ ନେଇଛି । ଆଇଫା ଏହାର ନାମ ଫୁଟବଲ ଫେଡେରେଶନ ଅଫ ଭାରତ(ଏଫଏଫବି) ରଖିବା ପାଇଁ ନିଷ୍ପତି ନେଇଛୁ । ଆଇଫା ଏଥିପାଇଁ ଖେଳ ମନ୍ତ୍ରଣାଳୟ ସହ ସମ୍ପର୍କ କରିବା ପାଇଁ ବିଚାର କରିଛି । ବୈଠକରେ ସମସ୍ତ ସଦସ୍ୟ ଏହାକୁ…

ଗ୍ରୀଷ୍ମ ପ୍ରବାହ ପାଇଁ ଏହି ସ୍ଥାନରେ ହେବ ସକାଳୁଆ ସ୍କୁଲ…

ସୁବର୍ଣ୍ଣପୁର/କଟକ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରା ଛୁଟି ସରିଥିବା ସତ୍ବେ ଏବେବି ଅନେକ ଜିଲ୍ଲାରେ ଖୋଲି ପାରୁନି ସ୍କୁଲ । ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ଵ ଦେଇ ବିଦ୍ୟାଳୟରେ ସକାଳୁଆ ପାଠପଢ଼ା ନେଇ ନିଷ୍ପତ୍ତି ନେଇଛି ପ୍ରଶାସନ । ସୁବର୍ଣ୍ଣପୁରରେ ସମସ୍ତ…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ: ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିଛନ୍ତି ଗୋଳନ୍ଥରା ଥାନା ପୋଲିସ । ଅନ୍ୟପଟେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା…

Parbhani Temple Collapse: ମନ୍ଦିରର ଛାତ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ;ଅନେକ ଏବେ ବି ଫସି ରହିଛନ୍ତି

ମୁମ୍ବାଇ: ମହାରାଷ୍ଟ୍ରର ପରଭାନୀ ଜିଲ୍ଲାର ମାନୱାଥ ତହସିଲରେ ଥିବା ପ୍ରସିଦ୍ଧ ଯଶୱାଡି(Yashwadi village in Maharashtra's Parbhani district) ହନୁମାନ ମନ୍ଦିର ପରିସରରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ସାମ୍ନାରେ ଥିବା ସଭା ମଣ୍ଡପ (ସମାବେଶ ହଲ୍) ହଠାତ୍ ଭୁଶୁଡ଼ି…

ବଡ଼ ଇତିହାସ: ଓଡ଼ିଶାକୁ ୪୭ ହଜାର କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ: ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଞ୍ଜରେ ଆଜି ଏକ ବଡ଼ ଇତିହାସ ରଚିତ ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ହୋଇଛି। ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ…

ମୋହନଙ୍କ ନେତୃତ୍ବରେ ଓଡିଶାର ଦ୍ରୁତ ବିକାଶ: ମୋଦି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମମାଟିରେ ଜନ୍ମଦିନର ଶୁଭେଚ୍ଛ ଜଣାଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୋଦି ଅଭିଭାଷଣ ଦେଇଛନ୍ତି। ଓଡ଼ିଆରେ ଅଭିଭାଷଣ ଆରମ୍ଭ ସହ ମୋଦି…

ଡିଜେ ସାଉଣ୍ଡ ସାଜିଲା କାଳ, ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର: ଉଚ୍ଚ ଶବ୍ଦ ବା ଧ୍ୱନୀ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କାନ ପାଇଁ ସହନଶୀଳ ହୋଇନଥିବା ଅତ୍ୟଧିକ ଉଚ୍ଚ ଶବ୍ଦ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି କରେ। ଉଚ୍ଚ ଶବ୍ଦ ବା ଧ୍ୱନୀ ସାଧାରଣ ବ୍ୟକ୍ତିଙ୍କ ଜୀବନ ନେଇ ପାରେ। ଏଭଳି ଏକ ଅଭାବନୀୟ ଘଟଣା…

ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମିକା ବନିଥାନ୍ତେ ବଚ୍ଚନ ପରିବାରର ବୋହୂ !

ମୁମ୍ବାଇ: ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ିକୁ ସାରା ଦୁନିଆ ପସନ୍ଦ କରେ। ରେଖାଙ୍କ ସହ ବିଗ୍ ବୀଙ୍କ ଆଫେୟାର ଚର୍ଚ୍ଚା ବି ଆପଣ ଅନେକ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଜୟାଙ୍କ ଜୀବନକୁ ଆସିବା ପୂର୍ବରୁ ଏବଂ ଅମିତାଭ ବଲିଉଡର ମହାନାୟକ ହେବା ପୂର୍ବରୁ ତାଙ୍କ…