ନରେନ୍ଦ୍ର ପୁଷ୍କରିଣୀରୁ ୨ମୃତଦେହ ଉଦ୍ଧାର;ତଦନ୍ତ ଜାରି
ପୁରୀ:ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ଦୁଇ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ୨୦ ଦିନ ତଳେ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇଛି । ତେବେ ଏହି ଘଟଣାର ତଦନ୍ତ କୁମ୍ଭାରପଡ଼ା ପୋଲିସ ଜାରି ରଖିଛି।…