Latest Odisha News

BREAKING NEWS

ମୁହଁରେ ସ୍ପ୍ରେ କରି ସୁନା ଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

କେନ୍ଦୁଝର:କେନ୍ଦୁଝର ଟାଉନ ଥାନା ମାଇନିଂ ରୋଡ୍ ରେ ଦିନ ଦ୍ୱିପ୍ରହରରେ ଲୁଟ୍ । ଆଜି ଦ୍ୱିପ୍ରହରରେ ମାଇନିଂ ରୋଡରୁ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ମହିଳାଙ୍କ ମୁହଁରେ ତୈଳ ପଦାର୍ଥ ସ୍ପ୍ରେ କରି ଲୁଟ୍‌ କରିଥିବା ସୂଚନା ରହିଛି । ଦୁଇ ଜଣ ଅଜଣା…

୮୬୩ ଏକରରେ ହେବ ୩ ନୂଆ ଟିପି ସ୍କିମ୍

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ‘ସମୃଦ୍ଧ ସହର’ ପଦକ୍ଷେପ ଅଧୀନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ ) ସାଧାରଣ ଲୋକଙ୍କ ପାଇଁ ଆଉ ତିନୋଟି ନୂଆ ସହର ପରିକଳ୍ପନା ଯୋଜନା (ଟିପି ସ୍କିମ୍) ୫, ୬ ଏବଂ ୦୭/୨୦୨୬ ତିଆରି କରିବାକୁ ଘୋଷଣା କରିଛି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ,…

ସୌର ଶକ୍ତିର ସଫଳତା: ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ପରିବାର ମଇ ମାସରେ କୌଣସି ବିଦ୍ୟୁତ ବିଲ୍ ପୈଠ କରିନାହାଁନ୍ତି । ଯାହା ଜିଲ୍ଲାର ସୌର ଶକ୍ତିର ସଫଳତାକୁ ଦର୍ଶାଏ । ମୋଟ ୨,୯୪୩ ପରିବାର ରେକର୍ଡ ଭାବରେ ଶୂନ୍ୟ ୟୁନିଟ୍ ବିଲିଂ ପାଇଛନ୍ତି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା…

ଭତ୍ତା ପ୍ରଦାନ କରିବାକୁ ମୋହନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ତିନି ମାସ ଧରି ବନ୍ଦ ରହିଛି ଭତ୍ତା। ରାଜ୍ୟରେ ଥିବା ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ ପୋଷ୍ଟ କରିଛନ୍ତି। ସେ…

India on Pakistan in UN: ଭାରତ UNHRCରେ ପାକିସ୍ତାନ ଏବଂ OICକୁ କଲା ନିନ୍ଦା,ଦେଲା କଡ଼ା ଜବାବ

ନୂଆଦିଲ୍ଲୀ:ଜାତିସଂଘ ମାନବାଧିକାର ପରିଷଦର ୬୨ତମ ଅଧିବେଶନରେ ଜମ୍ମୁ-କାଶ୍ମୀର ସମ୍ପର୍କରେ ପାକିସ୍ତାନ ଏବଂ ଇସଲାମିକ୍ ସହଯୋଗ ସଂଗଠନ (OIC) ଦେଇଥିବା ମନ୍ତବ୍ୟ ଉପରେ ଭାରତ ଦୃଢ଼ ଆପତ୍ତି ପ୍ରକାଶ କରିଛି। ଭାରତ ପାକିସ୍ତାନର ସମସ୍ତ ଅଭିଯୋଗକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । ଭାରତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂସ୍କୃତିକ କୂଟନୀତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ହସ୍ତତନ୍ତ ଚିତ୍ରକଳା ମହାଭାରତ ପେଣ୍ଟିଂ ଉପହାର ଦେଇଛନ୍ତି। ଏହି ଚମତ୍କାର ପେଣ୍ଟିଂଟି ପ୍ରସ୍ତୁତ ହେବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା। ପାରମ୍ପରିକ କଲମ ଚିତ୍ର…

NEET-UG 2026 ପୁନଃପରୀକ୍ଷା: ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ: ଜୁନ 21, 2026 ରେ ଆୟୋଜିତ ହେବାକୁ ଯାଉଛି NEET-UG 2026 ପୁନଃପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଛି। ଜୁନ୍ 21 ତାରିଖରେ NEET ପୁନଃପରୀକ୍ଷା ପାଇଁ 2.2 ମିଲିୟନରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବେ। ଏଥିଲାଗି…

Sunil Grover’s Moment: ଗଙ୍ଗା କୂଳରେ ବେଡ୍ ସିଟ୍ ପାରି ଶୋଇଲେ କମେଡି କିଙ୍ଗ୍, ଫ୍ୟାନ୍ସଙ୍କ ହୃଦୟ ଜିତିଲା ସରଳତା…

ମୁମ୍ବାଇ: କମେଡିଆନ୍ ଏବଂ ଅଭିନେତା ସୁନୀଲ ଗ୍ରୋଭର ତାଙ୍କର ମଜାଳିଆ ଅନ୍ଦାଜ୍ ଏବଂ ସରଳ ଓ ନିରପେକ୍ଷ ସ୍ୱଭାବ ପାଇଁ ବେଶ୍ ଜଣାଶୁଣା। କପିଲ୍ ଶର୍ମା ଶୋର ସବୁଠୁ ଚର୍ଚ୍ଚିତ ଚେହେରା ସୁନୀଲ, ବାସ୍ତବରେ ସେ ମାଟିର ମଣିଷ, ଯେପରି ମାଟିକୁ ଯେଉଁ ଛାଞ୍ଚରେ ଢାଳିଲେ ସେ, ତାର ରୂପ ନେଇ ଯାଏ,…

ଚଳିତ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ ସିଟ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିଗୁଡ଼ିକରେ ୧୨୧୬ ସିଟ ବଢ଼ାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଯୁକ୍ତ ୩ ନାମଲେଖା ପାଇଁ…

Education Crisis: ବଦଳି ପାଇଁ ୬୪୮ ଶିକ୍ଷକଙ୍କ ଆବେଦନ, ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ?

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ପାଠ ପଢାଇବାକୁ ଚାହୁଁ ନାହାଁନ୍ତି ଶିକ୍ଷକଶିକ୍ଷୟତ୍ରୀ। କାରଣ ସମସ୍ତେ ବଦଳି ପାଇଁ ଆବେଦନ କରିଛନ୍ତି। ଯଦି ସମସ୍ତଙ୍କର ବଦଳି ଆବେଦନ ସ୍ୱୀକାର କରାଯାଏ ତେବେ ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ? ଅବିଭକ୍ତ କୋରାପୁଟ ଜିଲ୍ଲାରୁ 648 ଜଣ ଶିକ୍ଷକ ଟର୍ମିନାଲ୍…