ଆରମ୍ଭ ହେଲା ମୋଦି ୩.୦, ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦି
ନୂଆଦିଲ୍ଲୀ: ପୁଣି ତୃତୀୟ ଥର ପାଇଁ ଆରମ୍ଭ ହେଲା ମୋଦି ସରକାରଙ୍କ ଶାସନ | ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଷ୍ଟ୍ରପତି ଭବନରେ ପାଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |
ପ୍ରଥମ ଥର…