ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ । ମୋଟ ୪୮,୨୪୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । jee.adv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି । ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି ।
ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ କାଉନସେଲିଂ। ଜେଇଇ ଆଡ଼ଭାନ୍ସଡ…