ପୁଣି ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ, ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ
ପୁରୀ: ପୁଣି ଅସୁରକ୍ଷିତ ହୋଇପଡିଛି ଶ୍ରୀମନ୍ଦିର । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସତ୍ତ୍ବେ ଏହା ବିଫଳ ହୋଇଛି । କାରଣ ଭିତର ବେଢାର ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଖବର ମୁତାବକ, ଦୁଇ ଜଣ ଯୁବକ ଭିତର ବେଢାରେ ସେଲ୍ଫି ନେଇ ସୋସିଆଲ…