ମୋଦି ୩.୦ରେ ସାମିଲ ହେବେ ଉଦ୍ଧବ ଠାକରେ?, ଭବିଷ୍ୟବାଣୀ କଲେ ରବି ରାଣା….
ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଆସନ୍ତାକାଲି ଅର୍ଥାତ ଜୁନ୍ ୪ରେ ବାହାରିବ ଫଳ । ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସହ ହାତ ମିଳାଇବେ ବୋଲି କହି ସେ ଦୃଢୋକ୍ତି…