୨୦ ଫୁଟ ତଳକୁ ଖସିଲା ପିକ୍ଅପ୍, ୨ ମହିଳା ଶ୍ରମିକ ମୃତ
ସୁନ୍ଦରଗଡ଼: ୨୦ ଫୁଟ ତଳକୁ ଖସିଲା ପିକ୍ଅପ୍, ୨ ମହିଳା ଶ୍ରମିକ ମୃତ। ୫ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଉସତାଲି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଶ୍ରମିକଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ରାସ୍ତା କାମ ପାଇଁ ହେମଗିରିରୁ…