ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ; ବାଜ୍ୟାପ୍ତି ହେଲା ଏସସିଓଙ୍କ ସମ୍ପତ୍ତି
ମାଲକାନଗିରି: ବାଜ୍ୟାପ୍ତି ହେଲା ଅବସରପ୍ରାପ୍ତ ଅଫିସରଙ୍କ କୋଟିଏ ସମ୍ପତ୍ତି । ୨୦୧୯ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ ।
ମାଲକାନଗିରିର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସମ୍ପତ୍ତି ହେଲା ବାଜ୍ୟାପ୍ତି । ମାଲକାନଗିରି ଅବସରପ୍ରାପ୍ତ ଏସସିଓ…