ରତ୍ନ ଭଣ୍ଡାର ଚାବି ଗାଏବ ପଛରେ ବିଜେଡି, ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟ ହେବ ସାର୍ବଜନୀନ
ଅନୁଗୁଳ: ଆଜି ପୁରୀରେ ମଗା ରୋଡ ଶୋ' ପରେ ଅନୁଗୁଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦୀ । ଅନୁଗୁଳରେ ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରତ୍ନ ଭଣ୍ଡାର ଚାବି ୬ ବର୍ଷ ହେଲା ମିଳୁନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜ କବ୍ଜାରେ ରଖିଥିବା…