ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୮ ରାଜ୍ୟରେ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚାରୋଟି ପର୍ଯ୍ୟାୟ ଭୋଟ୍ ସରିଛି। ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ୍ ଅନୁଷ୍ଠିତ ହୋଇଛି। ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ମତଦାନ ଆରମ୍ଭ ହୋଇଛି। ଏହା ସହିତ ଓଡିଶା ବିଧାନସଭାର ୩୫ଟି ବିଧାନସଭା ଆସନ ପାଇଁ ଏକକାଳୀନ ଭୋଟ୍ ମଧ୍ୟ ଅନୁଷ୍ଠିତ…