Latest Odisha News

BREAKING NEWS

କେବଳ ୭୫୦ ମିଲିଲିଟର କାହିଁକି ହୋଇଥାଏ ଏକ ଓ୍ବାଇନ ବୋତଲ? କାହିଁକି ସମାନ ଆକାର ଅନୁସରଣ କରେ ସାରା ବିଶ୍ୱ..

ନୂଆଦିଲ୍ଲୀ: ଅଧିକାଂଶ ଓ୍ବାଇନ ବୋତଲ ୭୫୦ ମିଲିଲିଟର (ଏମ୍ଏଲ୍) ଏବଂ ଏହାର ରଙ୍ଗ ଗାଢ଼ ସବୁଜ କିମ୍ବା ମାଟିଆ ହୋଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କାହିଁକି? ଏହା କେବଳ ପରମ୍ପରା ନୁହେଁ, ବରଂ ଇତିହାସ, ବିଜ୍ଞାନ ଏବଂ ବାଣିଜ୍ୟରୁ ଉତ୍ପନ୍ନ ଅନେକ ଆକର୍ଷଣୀୟ କାରଣ ଅଛି । ୭୫୦…

ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ୫ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ବାଣ୍ଡେଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ଶନିବାର ବିଳମ୍ବିତ ରାତିରେ ଘଟିଛି। ଛତିଶଗଡ଼ର ବାସିନ୍ଦା ଏହି ନାବାଳିକା ବାଣ୍ଡେଗାରେ ତାଙ୍କ…

Prabhat Biswal Joins BJP:ପଦ୍ମ ଧରିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ଚୌଦ୍ବାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ଵାଳ ନିଜର ଶହଶହ…

ବଙ୍ଗୋପସାଗରରେ ଭୂମିକମ୍ପ ଝଟକା, ତୀବ୍ରତା ୪.୫…

ନୂଆଦିଲ୍ଲୀ: ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ (INCOIS) ଅନୁଯାୟୀ, ବଙ୍ଗୋପସାଗରରେ ୪.୫ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି। ତେବେ ବିଶାଖାପାଟଣାର ଅନେକ…

ଖଣିଜ ସାମଗ୍ରୀ ଚୋରା ଚାଲାଣ ବେଳେ ୨ ଗିରଫ, ଟ୍ରଲର ଓ ଜେସିବି ଜବତ

କେନ୍ଦୁଝର: ଖଣିଜ ସାମଗ୍ରୀ ଚୋରା ଚାଲାଣ ବେଳେ ଖଣିଜ ବୋଝେଇ ଟ୍ରଲର ଓ ଜେସିବି ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । କେନ୍ଦୁଝରର ବାମେବାରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଅଞ୍ଚଳରେ ପୂର୍ବରୁ ଖନନ…

Twisha Sharma death: ଆସିଲା ଏମ୍ସ ରିପୋର୍ଟ, ତ୍ୱିଶାଙ୍କ ବେକରେ ଜିମ୍ ବେଲ୍ଟ ଚିହ୍ନ…

ନୂଆଦିଲ୍ଲୀ: ତ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏମ୍ସ ଦିଲ୍ଲୀ ଟିମ୍ ତଦନ୍ତ ପରେ ପ୍ରସ୍ତୁତ ହୋଇଥିବା ଏକ ବିସ୍ତୃତ ୧୧ ପୃଷ୍ଠାର ରିପୋର୍ଟ ସିବିଆଇକୁ ପ୍ରଦାନ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରିପୋର୍ଟକୁ ଗୋପନୀୟ ରଖାଯାଇଛି। ସୂତ୍ର ଅନୁଯାୟୀ, ଏମ୍ସ ମେଡିକାଲ…

Monsoon Session: ମୌସୁମୀ ଅଧିବେଶନ ପୂର୍ବରୁ ଡକା ହେଲା ସର୍ବଦଳୀୟ ବୈଠକ, ଅନେକ ପ୍ରସଙ୍ଗରେ ହୋଇପାରେ ଜୋରଦାର…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ ସକାଳ ୧୧ଟାରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତ୍ୟେକ ସଂସଦ ଅଧିବେଶନ ପୂର୍ବରୁ ହେଉଥିବା ଏହି ବୈଠକରେ ଅଧିବେଶନକୁ…

ପୁଣି ହର୍ମୁଜ ବନ୍ଦ ଘୋଷଣା, ରାଗିଗଲା ଆମେରିକା…

ନୂଆଦିଲ୍ଲୀ: ପୁଣି ହର୍ମୁଜ ବନ୍ଦ ଘୋଷଣା କରିଛି ଇରାନ। ଏଥିସହିତ ଇରାନ ଦାବି କରିଛି ଯେ ଏହି ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ଏବଂ ସାମୁଦ୍ରିକ ସୁରକ୍ଷା ବିବାଦ ବୃଦ୍ଧି ପାଇବା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛି। ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ କିଛି ଜାହାଜ ନିର୍ଦ୍ଦିଷ୍ଟ…

Rath Yatra Duty:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ; ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ…

ପୁରୀ:ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ । ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା ଘଟଗାଁ ଥାନା ହୁଣ୍ଡାପିଟା ଗ୍ରାମର ପ୍ରଦୀପ ମହାନ୍ତ ଆଉ ଘରକୁ ଫେରିପାରିଲେନି।  ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା…

Jaipur School Tragedy: ‘ମାମ୍…ମୋ କଥା ଥରେ ଶୁଣ!’ ବାରମ୍ବାର ଶିକ୍ଷୟିତ୍ରୀଙ୍କୁ ଗୁହାରି…

ଜୟପୁର: ୧୮ ମାସ ଧରି ବୁଲିଂ, ଶେଷ ଦିନରେ ବି ମିଳିଲାନି ସାହାଯ୍ୟ, ଚତୁର୍ଥ ମହଲାରୁ ଡେଇଁପଡ଼ିଲା ୯ ବର୍ଷର ନାବାଳିକା । ନୂଆ CCTV ଫୁଟେଜ୍ ସାମ୍ନାକୁ ଆସିଲା ପରେ ଉଠିଲା ଅନେକ ପ୍ରଶ୍ନ । ମାତ୍ର ୯ ବର୍ଷର କଅଁଳ ବୟସ। ମନରେ ଅସୁମାରୀ ଆଶା ନେଇ ସ୍କୁଲକୁ ଯାଇଥିଲା ପାଠ ପଢ଼ିବାକୁ, କିନ୍ତୁ…