ମିସାଇଲ ଆଟାକରେ ଜଳୁଥିଲା ଜାହାଜ, ଅଳ୍ପକେ ଜୀବନ ପାଇଲେ ୨୪ ଭାରତୀୟ…
ନୂଆଦିଲ୍ଲୀ: ଗତକାଲି ଏକ ବିଦେଶୀ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଯାହା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଓମାନି କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମୟୋଚିତ ସମନ୍ୱୟ ଯୋଗୁଁ ଅତି କମରେ ୨୪ ଜଣ ଭାରତୀୟ ନାବିକଙ୍କୁ ଉଦ୍ଧାର କରାଯାଇଛି।
କ୍ଷେପଣାସ୍ତ୍ର…