ହିନ୍ଦୁ ବିବାହ କେବଳ ନାଚଗୀତ,ଭୋଜିଭାତ କରିବାର ଉତ୍ସବ ନୁହେଁ: ସୁପ୍ରିମ କୋର୍ଟ
ନୂଆଦିଲ୍ଳୀ: ହିନ୍ଦୁ ବିବାହକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । ହିନ୍ଦୁ ବିବାହ କେବଳ ନାଚଗୀତ, ଭୋଜିଭାତ ଓ ମଜାମସ୍ତି କରିବାର ଉତ୍ସବ ନୁହେଁ । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଏକ ପବିତ୍ର ଅନୁଷ୍ଠାନ । ସାତ ଫେରା ବିନା ଯଦି କୌଣସି ବିବାହ ହେଉଛି…