Latest Odisha News

BREAKING NEWS

କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ: ଜଣେ ଓଡିଆଙ୍କ ସମେତ ୩୨ ଜଣ ଅଟକ

କଟକ: କଟକ ଶିଖରପୁର ଅଞ୍ଚଳରେ ଏକ ହୋଟେଲରେ ଚଢାଉ କରି ପଶ୍ଚିମବଙ୍ଗର ୩୨ଜଣଙ୍କୁ ଅଟକ ରଖିଛି ପୁଲିସ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଘଟଣା ଉପରୁ ପରଦା ଉଠାଇଛନ୍ତି କଟକ ଡିସିପି । ୩୨ ଜଣ ପଶ୍ଚିମବଙ୍ଗ ଲୋକ କଟକର ହୋଟେଲରୁ ଧରାପଡ଼ିବା ମାମଲାରେ କଟକ…

Russia’s nuclear forces test: କାହିଁକି ପରମାଣୁ ଶକ୍ତି ଦେଖାଇଲେ ପୁଟିନ୍?, କିଛି ବଡ ହେବାକୁ ଯାଉଛି କି…

ମସ୍କୋ: ତିନି ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ରୁଷ ଏହାର ରଣନୈତିକ ପରମାଣୁ ଶକ୍ତିର ଏକ ବିଶାଳ ସାମରିକ ଅଭ୍ୟାସ ସହିତ ବିଶ୍ୱକୁ ଆନ୍ଦୋଳିତ କରିଛି। ରୁଷ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଲଞ୍ଚ…

Quasi-Moon: ପୃଥିବୀକୁ ଘେରିଲା ଦୁଇ ଚନ୍ଦ୍ର!

ନୂଆଦିଲ୍ଲୀ: ଏବେ ଗୋଟିଏ ନୁହେଁ, ପୃଥିବୀ ଚାରିପାଖେ ପରିକ୍ରମା କରୁଛି ଦୁଇ ଚନ୍ଦ୍ର । ଆଗାମୀ ୫୦ ବର୍ଷ ପାଇଁ ପୃଥିବୀର ରହିବ ୨ଟି ଚନ୍ଦ୍ର । ହଁ, ଏହା କୌଣସି ବିଜ୍ଞାନ କଳ୍ପନା ଚଳଚ୍ଚିତ୍ରର ସ୍କ୍ରିପ୍ଟ ନୁହେଁ, ବରଂ ଏକ ବାସ୍ତବତା। ଜ୍ୟୋତିର୍ବିଦମାନେ ପୃଥିବୀର ଏକ ନୂତନ ସହଯୋଗୀ ଚିହ୍ନଟ…

ଅବସର ସଙ୍କେତ ଦେଲେ କି କୋହଲି

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିିନକିଆ କ୍ରିକେଟ ସିରିଜରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ କ୍ରମାଗତ ୨ଟି ମ୍ୟାଚରେ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଯାଇଛନ୍ତି । ଯାହାକି ପ୍ରଶଂସକଙ୍କୁ ନିରାଶ କରିଛି । ଅପରପକ୍ଷରେ ରୋହିତ ଶର୍ମା ପ୍ରଥମ…

Instagram: ସୋସିଆଲ ମିଡିଆରେ କଣ୍ଟେଣ୍ଟ କ୍ରିଏଟ୍ କରୁଛନ୍ତି କି? ବଦଳିଲା ଏହି ସବୁ ଫିଚର ନିୟମ

ନୂଆଦିଲ୍ଲୀ: କଣ୍ଟେଣ୍ଟ କ୍ରିଏଟର୍‌ଙ୍କୁ ଇନଷ୍ଟାଗ୍ରାମର ବଡ଼ ଝଟ୍‌କା। ବଦଳିଲା ଏହି ସବୁ ଫିଚର ନିୟମ। ଲାଇଭ୍ ଫିଚର ବଦଳାଇଲା ମେଟା। ଲାଗୁ ହେଲା ନୂଆ ନିୟମ। ଲାଇଭ୍‌ରେ ଆସି ଏବେ ଆଉ ମନ ଇଚ୍ଛା ଗପି ପାରିବେନି କ୍ରିଏଟର୍। ଲାଇଭ୍ ଯିବା ପାଇଁ ହେଲେ ମାନିବାକୁ ପଡ଼ିବ ଏହି ନିୟମ। ଛୋଟ…

ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବେନି…ASEAN ସମ୍ମିଳନୀରେ ଯୋଗ ଦେବେନି ପ୍ରଧାନମନ୍ତ୍ରୀ ମୋଦି  

ନୂଆଦିଲ୍ଲୀ: ଏବେ ହେବ ନାହିଁ ଟ୍ରମ୍ପ ମୋଦି ମିଟ୍ । ମାଲେସିଆ ଯିବେନି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ଯୋଗୁଁ ରବିବାରଠାରୁ ଆରମ୍ଭ ହେଉଥିବା ASEAN ଶିଖର ସମ୍ମିଳନୀ ସହ ଜଡିତ ବୈଠକରେ ଯୋଗଦେବା ପାଇଁ ମାଲେସିଆ ଯାତ୍ରା…

Kedarnath Dham; ଶୀତ ପାଇଁ ବନ୍ଦ ହେଲା କେଦାରନାଥ ଧାମର ଦ୍ୱାର: ଆଗାମୀ ଛଅ ମାସ ପାଇଁ ଜାଣନ୍ତୁ ଦର୍ଶନ କେଉଁଠାରେ…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରର ଦ୍ୱାର ଆଜିଠାରୁ ଶୀତ ପାଇଁ ବନ୍ଦ କରାଯାଇଛି । ଏହି ଅବସରରେ କେଦାରନାଥ ଧାମରେ ​​ଭକ୍ତଙ୍କ ଏକ ବଡ଼ ଭିଡ଼ ଜମା ହୋଇଥିଲା। ଆଜି ଭାଇ ଦୂଜ ଅବସରରେ, ସକାଳ ପ୍ରାୟ ସାଢ଼େ ୮ଟାରେ କେଦାରନାଥ ଧାମର ଦ୍ୱାର ଆଗାମୀ ଛଅ ମାସ ପାଇଁ ବନ୍ଦ କରାଯାଇଥିଲା।…

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା, ପ୍ରଥମ ଥର ପାଇଁ ମୁତୟନ ହେବ ଭୈରବ ବାଟାଲିୟନ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆସନ୍ତା ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ । ପ୍ରଥମ ଥର ପାଇଁ ଆସନ୍ତା ମାସ ୧ ତାରିଖରେ ଗୋଟିଏ ବାଟାଲିୟନ ମୁତୟନ ହେବ। ଏନେଇ ସୂଚନା ଦେଇଛନ୍ତି ପଦାତିକ ବାହିନୀର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର ।…

Bihar Election: ଇଣ୍ଡି ମେଣ୍ଟରେ ହେଲା ବୁଝାମଣା!, ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଏହି ବ୍ୟକ୍ତି…

ପାଟନା: ଶେଷରେ ସବୁ ବାଦବିବାଦରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ମହାଗଠବନ୍ଧନ ଆଜି ସକାଳ ୧୧ଟାରେ ପାଟନାର ହୋଟେଲ ମୌର୍ଯ୍ୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିବ। ସାମ୍ବାଦିକ ସମ୍ମିଳନୀ ପାଇଁ ମଞ୍ଚ ପ୍ରସ୍ତୁତ କରାଯାଇଛି। ମଞ୍ଚରେ କେବଳ ତେଜସ୍ୱୀ ଯାଦବଙ୍କ ଫଟୋ ରଖାଯାଇଛି, ଯାହା…

Gold rate today: ଲଗାତାର ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ: ୫ ଦିନରେ କମିଲା ଏତିକି ଟଙ୍କା

ଭୁବନେଶ୍ୱର: ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଧନତେରାସ ଓ ଦୀପାବଳି ପରେ ସୁନା, ରୁପାର ଦାମ ଖସିଛି। ଦୀପାବଳି ପରେ ସୁନା ଏବଂ ରୁପା ଦରରେ ଦେଖାଦେଇଛି ବଡ଼ ହ୍ରାସ। ଉଭୟ ଧାତୁ ନିଜ ନିଜର ସର୍ବକାଳୀନ ରେକର୍ଡ ସ୍ତରରୁ…