ଲ୍ୟାଣ୍ଡିଙ୍ଗ ବେଳେ ବିମାନରେ ଅଗ୍ନିକାଣ୍ଡ; ଫ୍ଲାଇଟରେ ଥିଲେ ୨୭୮ ଯାତ୍ରୀ
ନୂଆଦିଲ୍ଲୀ: ୨୭୮ ଜଣ ଯାତ୍ରୀ ଏବଂ ୧୧ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ତୁର୍କୀ ଏୟାରଲାଇନ୍ସର ବିମାନ ଅବତରଣ କରିବା ମାତ୍ରେ ଟାୟାରରେ ନିଆଁ ଲାଗିଯାଇଥିଲା।
ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳେ ବିମାନଟି ଅବତରଣ କରିଥିଲା। ନିକଟରେ ଠିଆ…