୭୦ ହଜାର ଦାଦାବଟି ଆଦାୟ ଅଭିଯୋଗରେ ୨ ଗିରଫ
ବ୍ରହ୍ମପୁର:ବନ୍ଧୁକ ମୁନରେ ୭୦ ହଜାର ଟଙ୍କା ଦାଦାବଟି ଆଦାୟ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ଟାଉନ ଥାନା ପୋଲିସ ସେମାନଙ୍କ ଠାରୁ ବନ୍ଧୁକ, ଖଣ୍ଡା, ମୋବାଇଲ ଫୋନ ଏବଂ ଟିଭିଏସ୍ ଦୁଇ ଚକିଆ ଗାଡ଼ି ଜବତ କରିଛି । ଦୁଇ ଅଭିଯୁକ୍ତ ହେଲେ ଶୁଭମ ମାଝି ଓ ଆଲୋକ ମଲ୍ଲିକ୍।…