Latest Odisha News

BREAKING NEWS

ପିକନିକ କରିବାକୁ ଯାଇ ପାଣିରେ ବୁଡିଗଲେ ଛାତ୍ର;ସର୍ଚ୍ଚ ଅପେରସନ ଜାରି

ସମ୍ବଲପୁର: ପିକନିକ କରିବାକୁ ଯାଇ ବୁଡ଼ିଗଲେ ଜଣେ ମେଧାବୀ ଛାତ୍ର । ଛାତ୍ର ଜଣକ ସହପାଠୀଙ୍କ ସହ ଭୋଜି କରିବା ପାଇଁ "ଅଠରହଜାର ପଏଣ୍ଟ" କୁ ପିକନିକ କରିବାକୁ ଯାଇଥିଲେ। ସେଠାରେ ପାୱାର ଚ୍ୟାନେଲରେ ଗାଧୋଉଥିବା ସମୟରେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ପାଣିର ପ୍ରଖର ସ୍ରୋତରେ ସେ ଭାସି…

ଆଫଗାନିସ୍ତାନ ବିପକ୍ଷରେ ଭାରତ ସୁବିଧାଜନକ ସ୍ଥିତିରେ

ନ୍ୟୁ ଚଣ୍ଡୀଗଡ: ଏଠାରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪୫୧ ରନରେ ଆଗୁଆ ରହିଛି । ଭାରତ ୮ ୱିକେଟ ବିନିମୟରେ ୫୬୪ ରନ କରି ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ଆଫଗାନିସ୍ତାନ ୫ ୱିକେଟ ବିନିମୟରେ ୧୧୩…

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ପେଦ୍ଦୀ’, ତୃତୀୟ ଦିନର କଲେକ୍ସନ ୨୦୦ କୋଟି ଟଙ୍କା

ମୁମ୍ବାଇ: ମେଗାଷ୍ଟାର୍ ରାମ ଚରଣ ଏବଂ ଜାହ୍ନବୀ କପୁରଙ୍କ ଅଭିନୀତ ସାମ୍ପ୍ରତିକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ‘ପେଦ୍ଦୀ’ (Peddi) ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମରେ ଜାହ୍ନବୀ କପୁରଙ୍କ ଚରିତ୍ରକୁ ସମାଲୋଚନା କରାଯାଇଥିଲେ ମଧ୍ୟ, ଫିଲ୍ମଟି ବକ୍ସ ଅଫିସରେ ହଲଚଲ୍ ମଚାଇଛି। ଏହି ଫିଲ୍ମ କେବଳ…

Gajalakshmi Rajyog: ଜୁନ ୮ରୁ ଗଜଲକ୍ଷ୍ମୀ ରାଜଯୋଗ; ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା

ଭୁବନେଶ୍ବର: ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର ୮ ଜୁନ୍ ୨୦୨୬ ସନ୍ଧ୍ୟା ୫:୪୨ ରେ ମିଥୁନ ରାଶି ଛାଡି କର୍କଟ ରାଶିରେ ପ୍ରବେଶ କରିବେ। କର୍କଟ ରାଶିରେ ଶୁକ୍ରଙ୍କ ଏହି ଗୋଚର ଏକ ଅତ୍ୟନ୍ତ ବିରଳ ସଂଯୋଗ ସୃଷ୍ଟି କରିବ। ଶୁକ୍ର ପୂର୍ବରୁ ଉପସ୍ଥିତ ଗୁରୁଙ୍କ ସହିତ ମିଶି ପ୍ରାୟ ୧୨ ବର୍ଷ ପରେ…

ରାବ୍ରୀ ଦେବୀଙ୍କ ଘର ଆଗରେ ଜଗି ରହିଲେ RJD କର୍ମୀ 

ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା ହଟାଇବାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଲାଲୁ ପ୍ରସାଦ ଯାଦବ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ସେମାନଙ୍କର ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଇଛନ୍ତି ଏବଂ ତିନି ନେତା…

୭ ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଅନୀଲ-ମାଧୁରୀ: ଚର୍ଚ୍ଚାରେ ‘ମା-ବେହନ୍’

ମୁମ୍ବାଇ: ବଲିଉଡର "ଧକ୍-ଧକ୍ ଗାର୍ଲ," ମାଧୁରୀ ଦୀକ୍ଷିତ ବର୍ତ୍ତମାନ ତାଙ୍କ ଫିଲ୍ମ "ମା-ବେହନ" ପାଇଁ ଖବରର ଶୀର୍ଷରେ ଅଛନ୍ତି। ଗତକାଲି ରାତିରେ ଫିଲ୍ମର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଥିଲେ। ଅନୀଲ କପୁର ଏବଂ ମାଧୁରୀ ଦୀକ୍ଷିତଙ୍କୁ…

Delhi Fire: LGP ସିଲିଣ୍ଡର ନୁହେଁ ଇଲେକ୍ଟ୍ରିକ୍ ଷ୍ଟୋଭରୁ ଘଟିଥିଲା ଅଗ୍ନିକାଣ୍ଡ, ସତ ଓଗାଳିଲା ହୋଟେଲ ରୋଷେୟା

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଘଟିଥିବା ହୋଟେଲ ଅଗ୍ନିକାଣ୍ଡର ତଦନ୍ତ ଆଗକୁ ବଢ଼ିବା ସହିତ, ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ଭୟାବହ ଅଗ୍ନିକାଣ୍ଡ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହୋଟେଲର ରୋଷେୟା କେଶବ ନେଗିଙ୍କୁ ଗିରଫ କରିଛି ପୋଲିସ।…

ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଚଳିତ ବର୍ଷ ସ୍ବାଭାବିକ ସମୟର ୩ ଦିନ ବିଳମ୍ବରେ କେରଳମ୍‌ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ କିନ୍ତୁ ସ୍ବାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଉଛି। ଆଗାମୀ 3ରୁ 4 ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ…

କଫ ସିରପ୍‌ ସହ ବନ୍ଧୁକ ଓ ଜୀବନ୍ତ ଗୁଳି ଚାଲାଣ ବେଳେ ପର୍ଦ୍ଦାଫାଶ, ୪ ଗିରଫ

ବରଗଡ଼: ବରଗଡ଼ ଟାଉନ ଥାନା ପୋଲିସକୁ ସଫଳତା । କଫ ସିରପ୍‌ ସହ ବନ୍ଧୁକ ସହିତ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିବାବେଳେ, ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅତାବିରା ଶାନ୍ତିପଡ଼ାର ଧୀରଜ ଗହୀର(୨୦), ଜାମଟିକ୍ରା ଗ୍ରାମର ସିକଲା କିରନ କୁମାର(୨୧),…

୭ ରାଜ୍ୟରେ ପହଞ୍ଚିଲା ମୌସୁମୀ: ୨୧ ରାଜ୍ୟକୁ ବର୍ଷା ଆଲର୍ଟ

ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରବାହ ଭିତରେ ଆଶ୍ୱସ୍ତିର ଖବର । ୩ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ଏବେ ସୁପର ସ୍ପିଡ୍‌ରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ । ମାତ୍ର ୪ ଦିନ ମଧ୍ୟରେ ମୌସୁମୀ ଦେଶର ୭ଟି ପ୍ରମୁଖ ରାଜ୍ୟକୁ ଛୁଇଁସାରିଲାଣି । ମହାରାଷ୍ଟ୍ରର ଉପକୂଳ ଜିଲ୍ଲାରେ ମୌସୁମୀ ପ୍ରବେଶ…