Latest Odisha News

BREAKING NEWS

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ FIR ଦାୟର କରିବାକୁ SCERT…

କର୍ମକ୍ଷେତ୍ରରେ ଦୁର୍ଘଟଣା; ବ୍ରେନରୁ ଫ୍ୟାନର ଅଂଶକୁ ସଫଳତା ସହ ବାହାର କଲେ ମଣିପାଲ ହସ୍ପିଟାଲ ଡାକ୍ତର

ଭୁବନେଶ୍ୱର: ଅଫିସରେ ଘଟିଥିବା ଏକ ଦୁର୍ଘଟଣା ପରେ ବ୍ରେନର ରହିଯାଇଥିବା ଫ୍ୟାନର କିଛି ଅଂଶକୁ ସଫଳତାର ସହ ବାହାର କରି ଜଣେ ୩୨ ବର୍ଷୀୟ ଯୁବକଙ୍କୁ ନୂଆ ଜୀବନ ଦେଇଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର। ଦୀର୍ଘ ଚାରି ବର୍ଷ ଧରି ଅସହ୍ୟ ମୁଣ୍ଡବିନ୍ଧା ଓ ସଂକ୍ରମଣରେ ପୀଡ଼ିତ ଥିବା ଏହି ଯୁବକ…

ପ୍ରଥମେ ବନ୍ଦେ ମାତରମ୍, ତା’ପରେ ଜାତୀୟ ସଙ୍ଗୀତ, ୫ ମାସ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ରର ନିର୍ଦ୍ଦେଶାନାମା ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ଜାତୀୟ ସଙ୍ଗୀତ 'ଜନ-ଗଣ-ମନ' ଏବଂ ଜାତୀୟ ଗୀତ 'ବନ୍ଦେ ମାତରମ୍' ସମ୍ପର୍କରେ ନୂତନ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନକୁ ନେଇ…

CJI ଙ୍କ ଉପରକୁ ପେପର୍ ଫିଙ୍ଗିଲେ ଆବେଦନକାରୀ, କହିଲେ..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ଆବେଦନକାରୀ ଆବେଦନର ଶୁଣାଣି ସମୟରେ କେବଳ କୋର୍ଟରୁମରେ କାଗଜପତ୍ର ଫିଙ୍ଗି ନଥିଲେ ବରଂ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ। ସେ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ

କୋରାପୁଟ: ଶନିବାର ଦିନ କୋରାପୁଟ ଜିଲ୍ଲା ଡଲିଆମ୍ବ ସେତୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ…

ରଥଯାତ୍ରାକୁ ନେଇ ସକ୍ରିୟ ସାଇବର୍‌ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ଓ ହୋମ ନାଁରେ ଅନଲାଇନରେ ମାଗୁଛନ୍ତି ଦାନ..

ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍‌ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧…

ଫିଲ୍ମ ଷ୍ଟାଇଲେ ATM କୁ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସୋର: ଏଟିଏମ ଲୁଟ୍ ପରେ ରାସ୍ତାରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ। ଏକଦମ ଫିଲ୍ମ ଷ୍ଚାଇଲରେ ହୋଇଛି ଏଟିଏମ୍ ଲୁଟ୍। ଥାର୍ ଗାଡ଼ିରେ ଆସି ଏଟିଏମ୍ ମେସିନ୍‌କୁ ତାଡ଼ି ନେଲେ ଦୁର୍ବୃତ୍ତ। କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଇ ଫୋପାଡ଼ି ଦେଲେ ୫ ଦୁର୍ବୃତ୍ତ। ଏହି ଲୁଟ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନା…

ଭିଜିଲାନ୍ସକୁ ଦେଖି ଫିଲ୍ମ ଷ୍ଟାଇଲରେ ଟଙ୍କା ନେଇ ଫେରାର ହୋଇଗଲେ ଲାଞ୍ଚୁଆ ASI

ଖୋର୍ଦ୍ଧା: ଲାଞ୍ଚ ନେଉଥିଲେ, ହେଲେ ଧରା ପଡ଼ିବା ବେଳକୁ ଫିଲ୍ମ ଷ୍ଟାଇଲରେ ଚମ୍ପଟ ମାରିଲେ! ଭିଜିଲାନ୍ସ ଅଧିକାରୀଙ୍କୁ ସାମ୍ନାରେ ଦେଖି ଆଖିରେ ଧୂଳି ଦେଇ ବାଇକ୍‌ରେ ଖସିଯିବାରେ ସଫଳ ହୋଇଛନ୍ତି ଜଣେ ପୋଲିସ ବାବୁ। ଏଭଳି ଏକ ଚାଞ୍ଚଲ୍ୟକର ତଥା ନାଟକୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା…

New Zealand Seal MoUs: ବାଣିଜ୍ୟରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ୧୮ ବଡ଼ ଚୁକ୍ତି, ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଏହି ଗସ୍ତ ସମୟରେ ପ୍ରତିରକ୍ଷା, ମୁକ୍ତ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ, କୃଷି, ଦୁଗ୍ଧ ଉତ୍ପାଦନ, ପର୍ଯ୍ୟଟନ, ଶିକ୍ଷା, ବିଜ୍ଞାନ,…

ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଲା ଏକ ନିଆରା ପ୍ରଜାତିର ବତକ। ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଛି ଜାତୀୟ ମାନ୍ୟତା। ଏହି ବତକ ଅଧିକାଂଶ ମୟୂରଭଞ୍ଜ ଜିଲ୍ଲାରେ ଦେଖାଯାଏ। ଇଏ ଏଭଳି ଏକ ଦେଶୀ ବତକ, ଯାହାକୁ ବାର୍ଡ-ଫ୍ଲୁ ହୁଏନି। ବର୍ଷକୁ ୧୫୦ ଅଣ୍ଡା ଦିଏ। ଦେଖିବାକୁ ଟିକେ ଅଲଗା। ଶରୀରର ଅଧା…