Latest Odisha News

BREAKING NEWS

ଭାଙ୍ଗିଗଲା କଂଗ୍ରେସ-ଡିଏମକେ ମେଣ୍ଟ! ବିଜୟଙ୍କୁ ମିଳିଲା ରାହୁଲଙ୍କ ସମର୍ଥନ

ନୂଆଦିଲ୍ଲୀ: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ (DMK) ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି, ଯାହା ଫଳରେ ସେମାନଙ୍କ ଦୀର୍ଘଦିନର ମେଣ୍ଟ ଭାଙ୍ଗିଯାଇଛି। ଟିଭିକେ (TVK) ସରକାର ଗଠନ ପାଇଁ କଂଗ୍ରେସ ସମର୍ଥନ ଦେବା ପରେ ଡିଏମକେ ଏହାକୁ "ପଛରୁ ଛୁରାଘାତ" ବୋଲି ସମାଲୋଚନା କରିଛି। ଏହି…

ବିଜୟଙ୍କ ପାଇଁ ଫାଳଫାଳ AIADMK, ମିଶିବେ ବହୁ ବିଧାୟକ!

ନୂଆଦିଲ୍ଲୀ: ଥାଲାପତି ବିଜୟଙ୍କ ଦଳ ଟିଭିକେ ତାମିଲନାଡୁରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଟିଭିକେ ୨୩୪ ବିଧାନସଭା ଆସନରୁ ୧୦୮ ଆସନ ଜିତିଛି। ସରକାର ଗଠନ ପାଇଁ ସେମାନଙ୍କୁ ୧୦ ବିଧାୟକଙ୍କ ଆବଶ୍ୟକତା ରହିଛି। କଂଗ୍ରେସ ଦଳ ସମର୍ଥନ ପ୍ରକାଶ କରିଛି। ଏହି ସମୟରେ ରିପୋର୍ଟ ଆସୁଛି ଯେ…

ହିଞ୍ଜିଳି ଗର୍ଭବତୀ ହତ୍ୟା ଘଟଣାରେ ସାରା ଓଡ଼ିଶା ମର୍ମାହତ: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଏବେ ଜୋର୍ ଧରିଲା ରାଜନୀତି। ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏହି…

Vijay’s Big Hint In Movie: ୨୦୨୪ରେ ୨୬ର ବିଜୟ ଲେଖି ସାରିଥିଲେ ଥାଲାପତି ବିଜୟ, ଭାଇରାଲ ହେଉଛି ତାଙ୍କର…

ଥିରୁଅନନ୍ତପୁରମ: ବିଜୟ ଏବଂ ତାଙ୍କ ଦଳ, ତାମିଲଗା ଭେଟ୍ଟ୍ରି କାଝାଗମ (TVK), ତାମିଲନାଡୁର ରାଜନୀତିରେ ଏକ ବ୍ଲକବଷ୍ଟର ଡେବ୍ୟୁ କରିଛନ୍ତି, ଯାହା ରାଜ୍ୟର ଦଶନ୍ଧି ପୁରୁଣା DMK ଶାସନର ଅନ୍ତ ଘଟାଇଛି । ଯାହା ୫୦ ବର୍ଷରୁ ଅଧିକ ସମୟ ଧରି ଦ୍ରାବିଡ଼ ରାଜନୀତିର ଗଡ଼ ଭାବରେ ଜଣାଶୁଣା ଥିଲା, ତାହା…

ଭିଜିଲାନ୍ସ ଜାଲରେ ଡିଆରପି, ୩୦ ହଜାର ଲାଞ୍ଚ ନେଉଥିଲେ

ଭୁବନେଶ୍ୱର: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ବରଗଡ଼ର ଡିଷ୍ଟ୍ରିକ୍ଟ ରିସୋର୍ସ ପର୍ସନ (DRP)ଙ୍କୁ ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (PMFME) ଯୋଜନାର ଫର୍ମାଲାଇଜେସନ୍ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି।…

Sijimali:ଜଳ ସଙ୍କଟରୁ ଜଳ ସୁରକ୍ଷାଯାଏ: ସିଜିମାଳିରେ ଜଳ କଷ୍ଟ ଲାଘବ କଲା ବେଦାନ୍ତ ଆଲୁମିନିୟମ

ଭୁବନେଶ୍ବର:ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ ଗାଁ ଗୁଡ଼ିକରେ ଜଳ କଷ୍ଟ ଲାଘବ ହୋଇଛି । ଦୂର ହେଲା ମହିଳାଙ୍କ କଷ୍ଟ । ଡୁମେରପଦର, ସାଗାବାରୀ, ଚୁଲବାଡି, ସୁଙ୍ଗେର, ଧାମନଘାଟି, ସିଆଡିମାଲ ଏବଂ ଲଦାଖମନ ଭଳି ଗ୍ରାମଗୁଡ଼ିକରେ ପାଣିର ଉପଲବ୍ଧତା କେବେ ବି ସୁନିଶ୍ଚିତ ନଥିଲା…

ଗୁଗଲ୍‌ ମ୍ୟାପ୍‌ରେ ରେଡ୍‌ ଜୋନ୍ ହେଲେ ଶ୍ରୀମନ୍ଦିର ସଂଲଗ୍ନ ଗଳି ରାସ୍ତା

ପୁରୀ: ଶ୍ରୀମନ୍ଦିର ନିକଟରେ ପହଞ୍ଚିବାକୁ ଚାହୁଁଥିଲେ ଯାତ୍ରୀଙ୍କୁ ଗୁଗଲ୍‌ ମ୍ୟାପ୍‌ ସର୍ଚ୍ଚ କରିବାକୁ ପଡୁଥିଲା। ହେଲେ ଏହି ମ୍ୟାପ୍ ଶ୍ରଦ୍ଧାଳୁ ଭୁଲ ଗଳି ରାସ୍ତା ଦେଖାଉଥିଲା। ଫଳରେ ଶ୍ରଦ୍ଧାଳୁମାନେ ଫସି ଯାଉଥିଲେ। ହେଲେ ଆଗକୁ ଆଉ ଏପରି ସମସ୍ୟା ହେବନି। ପୁରୀ ପୋଲିସ ଗୁଗଲ୍‌ ସହ ଆଲୋଚନା…

ଭାରତକୁ ସାହାଯ୍ୟ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଗୋଟିଏ ଡାକରେ ଛୁଟି ଆସିଲା ପାକିସ୍ତାନ ମୃତ୍ୟୁ ମୁହଁରୁ ଛଡାଇ ଆଣିଲା ୬ ଭାରତୀୟଙ୍କ ଜୀବନ ଭାରତ ଛାତିରେ ଶହ ଶହ କ୍ଷତ ସୃଷ୍ଟି କରିଥିବା ପାକିସ୍ତାନ କେବେ ଆମକୁ ସାହାଯ୍ୟ କରିପାରିବ, ତାହା ବୋଧେ ଭାବିବା ଆମ ପାଇଁ ଅସମ୍ଭବ । କକିନ୍ତୁ ଏବେ ବାସ୍ତବରେ ଏହା ଘଟିଛି…

WB Post-Poll Violence:ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଉପରେ ଫାୟାରିଂ;ପାଞ୍ଚ ଆହତ ,ବୋମା ଏବଂ…

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଏକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ ଉତ୍ତର ୨୪ ପରଗନା ଜିଲ୍ଲାର ସନ୍ଦେଶଖାଲିର ବାମନଘେରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଉପରେ…

ପଶ୍ଚିମବଙ୍ଗରେ ବୁଲଡୋଜର ଶାସନ; ଭାଙ୍ଗିଲା TMC କାର୍ଯ୍ୟାଳୟ

କୋଲକାତା: ପଶ୍ଚିମବଙ୍ଗରେ ଉତ୍ତେଜନା କମିବାର ନାଁ ନେଉନାହିଁ। କୋଲକାତାର ପ୍ରସିଦ୍ଧ ହଗ୍ ମାର୍କେଟ (ନ୍ୟୁ ମାର୍କେଟ) ନିକଟରେ ମଙ୍ଗଳବାର ରାତିରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁସାରେ କିଛି ବିଜେପି ସମର୍ଥକ ଓ କର୍ମୀ ଏକଜୁଟ ହୋଇ ବୁଲଡୋଜରରେ ଟିଏମସିର ନ୍ୟୁ ମାର୍କେଟ ୟୁନିଅନ୍…