Latest Odisha News

BREAKING NEWS

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଇବା ଘଟଣାରେ ଜଣେ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପରିଷଦ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଯିବା ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଅଭିଯୁକ୍ତ ଜଣକ ଆଉ କେହି ନୁହଁ ସେହି ଅଫିସରେ କାମ କରୁଥିବା ଜଣେ କମ୍ପ୍ୟୁଟର ବିଭାଗ କର୍ମଚାରୀ । ତେବେ ଏହି କାମରେ ଆଉ ଜଣେ…

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଗାନ୍ଧୀ ବନାମ ଗଡସେଙ୍କ କାହାଣୀ, ଫିଲ୍ମ ‘କୌନ ସହି’

ମୁମ୍ବାଇ: ୨୦୨୬ ମସିହାରେ ମୁକ୍ତିଲାଭ କରିବାକୁ ଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର, "କୌନ ସହି", ଭାରତୀୟ ଇତିହାସର ସବୁଠାରୁ ସମ୍ବେଦନଶୀଳ ଏବଂ ବିବାଦୀୟ ବୈଚାରିକ ଦ୍ୱନ୍ଦ୍ୱ ମଧ୍ୟରୁ ଗୋଟିଏକୁ ବଡ଼ ପରଦାରେ ଆଣିବାକୁ ପ୍ରସ୍ତୁତ । ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀ ଏବଂ ନାଥୁରାମ ଗଡସେଙ୍କ…

ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ; ଜୁନ୍ ୩କୁ କାହିଁକି ବାଛିଲେ

ନୂଆଦିଲ୍ଲୀ: ଜୁନ୍ ୩ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଶିବକୁମାରଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ଭେଟି ଶପଥ ଗ୍ରହଣ ସମାରୋହ ବିଷୟରେ ଆଲୋଚନା କରିବେ। ସୂତ୍ରରୁ…

SC Dowry Case: ଯୌତୁକ ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ, “ବନ୍ଦ ହେଉ ବୋହୂ ଏବଂ ତାଙ୍କ ପରିବାର ପ୍ରତି…

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟ ଏକ କଠୋର ମନ୍ତବ୍ୟ ଜାରି କରି କହିଛନ୍ତି ଯେ ବିବାହ ପରେ ଝିଅ ଏବଂ ତାଙ୍କ ପରିବାରକୁ ଅସମ୍ମାନ କରିବା ଗ୍ରହଣୀୟ ନୁହେଁ। ପୁଅମାନେ କାହିଁକି ଝିଅମାନଙ୍କୁ ବିବାହ କରନ୍ତି ଏବଂ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଅସମ୍ମାନ କରନ୍ତି?…

Private Bus Strike:ଘରୋଇ ବସ୍‌ ମାଲିକ ସଂଘଙ୍କ ଚେତାବନୀ; ଭଡ଼ା ବୃଦ୍ଧି ନିଷ୍ପତ୍ତି ନନେଲେ ବସ୍‌ ଚଳାଚଳ…

ଭୁବନେଶ୍ବର:ଘରୋଇ ବସ୍‌ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ୧୦ଦିନର ଅଲଟିମେଟମ୍ ଦେଇଛି । ୧୦ ଦିନରେ ଭଡ଼ା ବୃଦ୍ଧି ନିଷ୍ପତ୍ତି ନ ନେଲେ ବସ୍‌ ଚଳାଚଳ ବନ୍ଦ ଚେତାବନୀ ଦେଇଛନ୍ତି ବସ୍‌ ମାଲିକ ସଂଘ । ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ କହିଥିଲେ ଯେ, ଆସନ୍ତା ୧୦ ଦିନ ମଧ୍ୟରେ ସରକାର ଭଡ଼ା…

ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ; ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସେ ପୂର୍ବରୁ ଭୁବନେଶ୍ୱରରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ପରେ…

Ganja smuggling: କନ୍ଧମାଳରୁ କାଶ୍ମୀରକୁ ଗଞ୍ଜେଇ ଲିଙ୍କ୍ ;ଗିରଫ ହେଲେ ୨ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ

ଭୁବନେଶ୍ୱର:ଜମ୍ମୁ କାଶ୍ମୀରରୁ  ଦୁଇ ଗଞ୍ଜେଇ ବେପାରୀକୁ ଗିରଫ କରିଛି NCB( Narcotics Control Bureau) । ପରେ ଦୁଇ ବେପାରୀଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି NCB । ଗିରଫ ଗଞ୍ଜେଇ ବେପାରୀ ହେଲେ ବିକ୍ରମ ସିଂ ଓ ଧରମିନ୍ଦର ସିଂ । କନ୍ଧମାଳରୁ ଗଞ୍ଜେଇ ଆଣୁଥିଲେ,ଏହାକୁ ସେଓ…

Delhi Police Foiled Terror Conspiracy: ଦେଶକୁ ଦୋହଲାଇ ଦେବା ପାଇଁ ବଡ ଷଡଯନ୍ତ୍ର! ୯ ଜଣଙ୍କୁ ଗିରଫ କଲା ଦିଲ୍ଲୀ…

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସହରରେ ଆତଙ୍କ ସୃଷ୍ଟି କରିବା ନେଇ ଏକ ବଡ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ସମସ୍ତ ଅଭିଯୁକ୍ତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଏବଂ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଦାଉଦ୍ ଇବ୍ରାହିମ୍ ସହିତ…

Ethanol to Replace LPG: ପାଣିରେ ଚାଲିବ ଏହି ଷ୍ଟୋଭ୍!

ଭୁବନେଶ୍ବର: ଏଣିକି ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି। ଏଲ୍‌.ପି.ଜି. (LPG) ର ଏକ ଶସ୍ତା ଏବଂ ସୁରକ୍ଷିତ ବିକଳ୍ପ ଏବେ ବଜାରକୁ ଆସିଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏକ ଆଧୁନିକ 'ଇଥାନଲ୍ କୁକ୍ ଷ୍ଟୋଭ୍' ଉନ୍ମୋଚନ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ଭାରତୀୟ…

ଜୁନ୍ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଦେଶର ବିଭିନ୍ନ ସ୍ଥାନରେ ସାପ୍ତାହିକ ଛୁଟି ଏବଂ ଆଞ୍ଚଳିକ ପର୍ବପର୍ବାଣୀକୁ ମିଶାଇ ମୋଟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିପାଇଁ ଗ୍ରାହକମାନଙ୍କୁ ପୂର୍ବରୁ ହିଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ ସେବା…