Latest Odisha News

BREAKING NEWS

Woman Police Harassment:ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ;ରିଜର୍ଭ ଇନ୍ସପେକ୍ଟରଙ୍କ…

ଅନୁଗୁଳ:ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀଙ୍କ ବଦଳି ହୋଇଥିବା ସୂଚନା ରହିଛି । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ କଳାହାଣ୍ଡି 9th IRB କୁ ଗୋବିନ୍ଦ ମାହାରୀଙ୍କ ବଦଳି କରିଛନ୍ତି ପୋଲିସ…

ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁପଟେ ଯିବେ…

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ସପ୍ତଦଶ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮…

ଟଙ୍କା ପାଇଁ ବ୍ୟାଙ୍କକୁ କଙ୍କାଳ ନେବା ଘଟଣା; RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ପାଟଣା ସ୍ଥିତ ଏକ ବ୍ୟାଙ୍କରୁ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଟଙ୍କା ନ ପାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ RDC ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଅଧିକାରୀ ମାନଙ୍କୁ ସାଧାରଣ ଲୋକଙ୍କ…

Woman Divorced Husband After Weight loss: ପତଳା ହୋଇଗଲେ ବୋଲି ସ୍ୱାମୀଙ୍କୁ ଦେଲେ ଛାଡ଼ପତ୍ର!

ନୂଆଦିଲ୍ଲୀ: ପତଳା ହେବା ପରେ ବଢ଼ିଗଲା ଆତ୍ମବିଶ୍ଵାସ ସିଧା ସ୍ୱାମୀଙ୍କ ଆଗରେ ରଖିଲେ ଛାଡପତ୍ର କହିଲେ, 'I deserve better...' କିନ୍ତୁ ଏହା ପଛର କାହାଣୀ ଶୁଣିଲେ ଆପଣ ବି ହୋଇଯିବେ ଭାବୁକ, କହିବେ, ଏହା ଆବଶ୍ୟକ ଥିଲା...ତେବେ ଗୋଟେ ନାରୀ ସବୁ ବେଳେ ଅନ୍ୟଙ୍କ ପାଇଁ ବଞ୍ଚେ।…

Tape On BJP Button:ବିଜେପି ବଟନରେ ଟେପ୍?ତୃଣମୂଳ ଗଡ଼ରେ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ କରିଛି ବିଜେପି

କୋଲକତା: ପଶ୍ଚିମବଙ୍ଗର ୧୪୨ଟି ଆସନରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ସକାଳ ୧୧ଟା ସୁଦ୍ଧା ୩୯.୯୭% ମତଦାନ ହୋଇଛି। ଅନେକ ବିଧାନସଭା ନିର୍ବାଚନମଣ୍ଡଳୀରେ ହିଂସାତ୍ମକ ଘଟଣା ଘଟିଛି।ଡାଇମଣ୍ଡ ହାର୍ବରର ଫାଲଟାରେ EVMରେ ଥିବା BJP ବଟନ୍‌କୁ ଟ୍ୟାପ୍ କରି ଅବରୋଧ କରାଯାଇଛି ବୋଲି…

ପୁଣି ହାଜତ ମୃତ୍ୟୁ ଅଭିଯୋଗ: ଥାନା ଭିତରେ ଗିରଫ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ପୁଣି ହାଜତ ମୃତ୍ୟୁ ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଭିତରେ ଜଣେ ଗିରଫ ଅଭିଯୁକ୍ତର ଝୁଲନ୍ତା ମୃତଦେହ ଉଦ୍ଧାର। ମେଦେନା ପଞ୍ଚାୟତ ଅଂଚଳା ଗ୍ରାମର ପୂର୍ଣ୍ଣ କଳାର ନାମକ ଅଭିଯୁକ୍ତକୁ ଏକ ଅପହରଣ ମାମଲାରେ ଗିରଫ କରିଥିଲା ଡାବୁଗାଁ ପୋଲିସ। ପୁର୍ଣ୍ଣ କିଛି ଦିନ ତଳେ…

ଦିଦିଙ୍କୁ ଘାରିଛି ଭୋଟ ଚୋରି ଭୟ, ରାତି ସାରା ନଶୋଇ ବୁଲି ବୁଲି ଜଗୁଛନ୍ତି ବୁଥ୍ !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଭବାନୀପୁରରୁ ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀଙ୍କୁ ଘାରିଛି ବିଜେପି ଭୟ। ରାତି ସାରା ନଶୋଇ ବୁଲି ବୁଲି ଜଗୁଛନ୍ତି ବୁଥ୍। ଏହା ସହ ବିଜେପି ନାଁରେ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପର୍ଯ୍ୟବେକ୍ଷକମାନଙ୍କୁ କହୁଛନ୍ତି ବିଜେପି ଏଜେଣ୍ଟ। ସୂଚନା…

ବିହାରରେ ଏକ ନୂଆ ମନ୍ତ୍ରଣାଳୟ ଚାହୁଁଛନ୍ତି ଚିରାଗ ପାସୱାନ, କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ କାହିଁକି କଲେ ଏପରି…

ନୂଆଦିଲ୍ଲୀ: ଦିଲ୍ଲୀରେ ବିହାରର ଜଣେ ଯୁବକଙ୍କ ହତ୍ୟା ଘଟଣା ବ୍ୟାପକ ବିବାଦ ସୃଷ୍ଟି କରିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି (ରାମ ବିଳାସ)…

Naxal encounter: ନକ୍ସଲ-ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ଜାରି; ଅତିରିକ୍ତ ଯବାନ ଆଲର୍ଟରେ…

ବିଶ୍ରା: ବୁଧବାର ଭୋରରୁ ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର ଟୋଣ୍ଟୋ ପୋଲିସ ଷ୍ଟେସନ ଅଞ୍ଚଳରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି । ରୁଟୁଗୁଟୁର ଘନ ଜଙ୍ଗଲରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍ ସମୟରେ କୋବ୍ରା…

ଏହି ଦେଶରେ ପିଲାଙ୍କର IQ ଲେବେଲ୍ ସବୁଠାରୁ ଅଧିକ, ଜାଣନ୍ତୁ ଭାରତ କେଉଁ ସ୍ଥାନରେ

ନୂଆଦିଲ୍ଲୀ: ସାରା ବିଶ୍ୱରେ ବୁଦ୍ଧିମତ୍ତା ସ୍ତରକୁ ପ୍ରାୟତଃ IQ ସ୍କୋର ବ୍ୟବହାର କରି ତୁଳନା କରାଯାଏ। ସାମ୍ପ୍ରତିକ ବିଶ୍ୱସ୍ତରୀୟ ରିପୋର୍ଟଗୁଡ଼ିକ ଏହି ରାଙ୍କିଂରେ କେଉଁ ଦେଶ ଶୀର୍ଷରେ ଅଛି ତାହା ଜାଣିବା ପାଇଁ ଲୋକମାନଙ୍କ ମଧ୍ୟରେ କୌତୁହଳ ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା କେଉଁ ଦେଶ…