Latest Odisha News

BREAKING NEWS

Lightning strike:କୁସୁମ କୋଳି ତୋଳିବାକୁ ଯାଇ ଆଉ ଫେରିଲେନି ମା’-ଝିଅ;ବଜ୍ରପାତ ନେଲା ଜୀବନ

ନବରଙ୍ଗପୁର: କୁସୁମ କୋଳି ତୋଳିବା ସମୟରେ ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମପଞ୍ଚାୟତର ନିନାଶପାଣି ଗ୍ରାମରେ ।ମୃତକ ହେଲେ ଦମୟନ୍ତୀ ମୁଦୁଲି (୫୦) ଓ ଚମ୍ପା ମୁଦୁଲି (୨୦)। ସୂଚନାମୁତାବକ, ମା’-ଝିଅ ଆଜି…

ଷଷ୍ଠ ୱିକେଟ ପାର୍ଟନରଶିପରେ ବିଶ୍ୱରେକର୍ଡ କଲେ ୱେଷ୍ଟଇଣ୍ଡିଜର ଏହି ଦୁଇ ଖେଳାଳି

ଆଂଟିଗୁଆ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଦୁଇ ବ୍ୟାଟ୍ସମ୍ୟାନ ଆମୀର ଜଙ୍ଗୁ ଓ ରୋଷ୍ଟନ ଚେଜ ଷଷ୍ଠ ୱିକେଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେମାନେ ୧୦ ବର୍ଷ ତଳେ ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଜନୀ ବେୟାରଷ୍ଟୋଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି । ସେମାନେ…

Alarnath temple:ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା; ଭାରୀ ଯାନ ଚଳାଚଳ ମନା, ତିନୋଟି ସ୍ଥାନରେ ହେବ ପାର୍କିଂ

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ…

ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଅଘଟଣ: ଆଖିବୁଜିଲେ ଆଉ ଜଣେ ଓଡିଆ ଶ୍ରମିକ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କେନ୍ଦୁଝର: ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ଓଡିଆ ଶ୍ରମିକ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩କୁ ଛୁଇଁଛି । ମୃତ ଶ୍ରମିକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ । ଚିକିତ୍ସାଧୀନ ଅବସ୍ଥାରେ ବୁଧୁବାରୀଙ୍କର…

ବୋଷ୍ଟନ ରଥଯାତ୍ରାର ସମୟ ବଦଳାଇବାକୁ ଇସ୍କନ ପ୍ରମୁଖଙ୍କୁ ବିଶ୍ୱ ଜଗନ୍ନାଥ ଭକ୍ତଙ୍କ ଜୋରଦାର ଅପିଲ୍

ଭୁବନେଶ୍ବର: ଆମେରିକାର ବୋଷ୍ଟନଠାରେ ଆୟୋଜିତ ରଥଯାତ୍ରାର ସମୟ ନିର୍ଘଣ୍ଟକୁ ବଦଳାଇବାକୁ ଇସ୍କନ ବୋଷ୍ଟନର ସଭାପତି ବନମାଳୀ ପଣ୍ଡିତ ଦାସଙ୍କୁ ଏକ ଆନୁଷ୍ଠାନିକ ଚିଠି ଲେଖିଲେ ସାରା ବିଶ୍ୱର ଭକ୍ତମାନେ । ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ରଥଯାତ୍ରା ଆୟୋଜନ କରିବାକୁ ନେଇ ବିଶ୍ୱବ୍ୟାପୀ…

Anti-Naxal operation:ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ;ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ ସହ…

ମାଲକାନଗିରି: କୁମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଘଟଣାସ୍ଥଳରୁ ବିଦେଶୀ ପିସ୍ତଲ, ଏସ୍‌ଏଲ୍‌ଆର୍, ରିଭଲଭର, ଆଇଇଡି ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ ଚାଲିଥିବା କୁମ୍ବିଂ ଅପରେସନ୍…

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ ଯୁବକ;୨୨ କେଜି ଜବତ

କନ୍ଧମାଳ:ଗଞ୍ଜେଇ ଚୋରା କାରବାରରେ ଜଣେ ଯୁବକ ଗିରଫ । ଦାରିଙ୍ଗବାଡ଼ି ପୋଲିସ ଜଣେ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଶନିବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥର ଇକୋ ରିଟ୍ରିଟ୍‌ ସ୍ଥଳ ଛକରୁ ଗିରଫ କରିଛି। । ଗିରଫ ଯୁବକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର ମନୋରଞ୍ଜନ…

ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପରିସରରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ୩ ଜଣ ଅଭିଯୁକ୍ତ । ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା, ରୋଗି ସେବାରେ…

ହୁତୁହୁତୁ ହୋଇ ଜଳିଗଲା ଫିନାଇଲ ତିଆରି ଫ୍ୟାକ୍ଟ୍ରି; ୨ଘଣ୍ଟା ପରିଶ୍ରମ ପରେ ନିଆଁ ହେଲା ଆୟତ୍ତ

ସୁନ୍ଦରଗଡ:ଜଳିଗଲା ଫିନାଇଲ ତିଆରି ଫ୍ୟାକ୍ଟ୍ରି । ରବିବାର ସକାଳ ପ୍ରାୟ ୮ଟା ସମୟରେ ରାଜଗାଙ୍ଗପୁର ବାଇପାସ ଲମଲୋଇ ରାସ୍ତା ପାର୍ଶ୍ୱରେ ଥିବା ଶ୍ରୀ ଶ୍ୟାମ ଇଣ୍ଟରପ୍ରାଇଜ ନାମକ ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହାପରେ ଫ୍ୟାକ୍ଟ୍ରିରେ ଥିବା କେମିକାଲ ଓ ପ୍ଲାଷ୍ଟିକ୍ କାରଣରୁ ନିଆଁ…

APJ Priti 2: ବୋମା ବର୍ଷା ଭିତରେ ହର୍ମୁଜରୁ ଆସିଲା ଚାଷୀଙ୍କ ପାଇଁ ଖୁସି ଖବର!

ନୂଆଦିଲ୍ଲୀ: ଘନ ଘନ ବୋମା ବର୍ଷା ହର୍ମୁଜ୍ ଛାତି ଚିରିକି ବାହାରିଲା ଭାରତୀୟ ଜାହାଜ ଚାଷୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି! ପଶ୍ଚିମ ଏସିଆରେ ଇରାନ-ଆମେରିକା ଉତ୍ତେଜନା ଓ ହର୍ମୁଜ୍ ଜଳସନ୍ଧିରେ ପୁଣି ଥରେ ସୁରକ୍ଷା ବିପଦ ବଢିଥିବା ବେଳେ ଭାରତ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର।…