ପାଣ୍ଡିଆନ ଓଡ଼ିଶା ଇତିହାସ ବାବଦରେ କିଛି ଜାଣନ୍ତି ନାହିଁ: ପଞ୍ଚାନନ କାନୁନଗୋ
ଭୁବନେଶ୍ୱର: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଓଡ଼ିଶା ସମ୍ପର୍କରେ ଜ୍ଞାନ ଅଭାବ ରହିଛି କହି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସମାଲୋଚନା କରିଛନ୍ତି। କାନୁନଗୋ ପାଣ୍ଡିଆନଙ୍କୁ ଜଣେ ଭ୍ରାମ୍ୟମାଣ ମୁଖପାତ୍ର ବୋଲି କହି ପ୍ରତିକ୍ରିୟା ଦେଇ କଟାକ୍ଷ କରିଛନ୍ତି। ସେ ବିଜୁ ପଟ୍ଟନାୟକ…