କର୍ମଚାରୀଙ୍କ ସ୍ଥାନ ନେବ ଏଆଇ: ଗୁଗୁଲରୁ ଛଟେଇ କରିବ ୩୦ ହଜାର କର୍ମଚାରୀ
ନୂଆଦିଲ୍ଲୀ: ଏଣିକି କର୍ମଚାରୀଙ୍କ ସ୍ଥାନ ନେବ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ଦ୍ୱାରା ଅନେକ ଲୋକଙ୍କ ଚାକିରି ଚାଲିଯିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାରେ ଲାଗିଛି । କିଛି ଦିନ ତଳେ ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧…