ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ଼ ଆକ୍ରମଣ, ଫାଟିଲା ଗ୍ୟାସ ପାଇପ ଲାଇନ
ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଏକ ବଡ଼ ଆକ୍ରମଣ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଦେଶର ହିଂସାଗ୍ରସ୍ତ ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାର ଲକ୍କି ମାରୱାଟ ଅଞ୍ଚଳର ମାଞ୍ଜିୱାଲା ନିକଟରେ ଏକ ଗ୍ୟାସ ପାଇପଲାଇନକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ…