Latest Odisha News

BREAKING NEWS

ଭିଡ଼ ହିଂସା; ଫଟୋ ନ ଉଠାଇ ସାହାଯ୍ୟ କରନ୍ତୁ: CAW ଏଡିଜି ଏସ୍ ସାଇନି

ଭୁବନେଶ୍ୱର: ରାୟଗଡ଼ା ଭିଡ଼ ହିଂସା ଘଟଣାରେ ଏଯାବତ ୨୪ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଉକ୍ତ ଯୁବତୀଙ୍କ ସହ ହୋଇଥିବା ବ୍ୟବହାରକୁ ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି CAW ଏଡିଜି ଏସ୍ ସାଇନି। ଏଥିସହିତ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସେ…

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା; କଂଗ୍ରେସର ୩ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟସଭା କ୍ରସ୍ ଭୋଟିଂ ଘଟଣା । ବିଜେଡି ସହ କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିଥିଲା ।…

ରାମ ମନ୍ଦିର ଦାନ ଦକ୍ଷିଣା ଚୋରି ବିବାଦ: ଦାନ ଗଣନାରୁ ହଟିଲେ ୪୦ କର୍ମଚାରୀ, ନୂଆ ଦଳକୁ ମିଳିଲା ଦାୟିତ୍ୱ

ଲକ୍ଷ୍ନୌ: ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଦକ୍ଷିଣା ଗଣନା ଏବଂ ଆର୍ଥିକ ହେରଫେର ଅଭିଯୋଗ ମାମଲାରେ ଏକ ବଡ଼ ପ୍ରଶାସନିକ ପଦକ୍ଷେପ ନିଆଯାଇଛି । ଦାନ ଗଣନାରେ ଜଡିତ ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି ଏବଂ ବ୍ୟାଙ୍କ ଏବଂ ଟ୍ରଷ୍ଟ ଦ୍ୱାରା ନିଯୁକ୍ତ ନୂତନ ଗଣନା…

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା; ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ପେରିଆପାଲୟମରେ ଗ୍ୟାସ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହତ ଶ୍ରମିକଙ୍କ ଶୀଘ୍ର ଆରୋଗ୍ୟ…

ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇ ବିଜେନ୍ଦ୍ର ନାଥ ତିୱାରୀଙ୍କୁ ବିହାରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁରୁଣା ବିବାଦକୁ ନେଇ କେହି ଧାରୁଆ ଅସ୍ତ୍ରରେ…

ଯାହାକୁ ମେସୀ କୋଳରେ ବସାଇଥିଲେ, ସିଏ ଏବେ କଲେ ଗୋଲ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ସ୍ପେନ ତାର ଦ୍ୱିତୀୟ ମ୍ୟାଚରେ ସାଉଦି ଆରବକୁ ୪-୦ ଗୋଲରେ ପରାସ୍ତ କରିଛି । ସ୍ପେନର ଲ୍ୟାମିନ ୟନାଲ ୧୦ମ ମିନିଟରେ ଗୋଲ ସ୍କୋର କରିଥିଲେ । ୨୦୦୬ରେ ଆର୍ଜେଂଟିନାର ଲିଓନେଲ ମେସୀ ୧୮ ବର୍ଷ ବୟସରେ ପ୍ରଥମ ବିଶ୍ୱକପ ଖେଳିଥିଲେ । ସେ ସମୟରେ ସେ କମ ବୟସରେ…

ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି: ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ, ଧୁମ୍ରପାନ କଲେ ଜରିମାନା

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି। ଏଣିକି ଟ୍ରେନରେ ଧୁମ୍ରପାନ କଲେ କିମ୍ବା କାହାକୁ ଗାଳିଗୁଳଜ କି ଭିକ୍ଷାବୃତ୍ତି କଲେ, ଦେବାକୁ ପଡ଼ିବ ଭାରି ଜରିମାନା। ଜନ ବିଶ୍ବାସ ଅଧିନିୟମ ୨୦୨୬ରେ ବାଜିଲା ମୋହର। ଅଧିନିୟମକୁ ମଞ୍ଜୁରି ପ୍ରଦାନ କରିଛନ୍ତି ମହାମହିମ…

ସଡ଼କ ଦୁର୍ଘଟଣାରେ ଆସିଲା ଚିନ୍ତାଜନକ ରିପୋର୍ଟ; ଗତ ୫ ବର୍ଷରେ ଯାଇଛି ୧.୮ ଲକ୍ଷ ପଦଚାରୀଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣାକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲା ପରି ରିପୋର୍ଟ । କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରୁ ୨୦୨୪ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧.୮ ଲକ୍ଷ ପଦଚାରୀଙ୍କ ମୃତ୍ୟୁ ଘଟିଛି । ମୋଟ୍‌ ପଦଚାରୀଙ୍କ ମୃତ୍ୟୁ ସଂଖ୍ୟାର ୩୧% ଜାତୀୟ…

ଜୁନ୍ ୩୦ ସୁଦ୍ଧା e-KYC ନକଲେ ବନ୍ଦ ହୋଇଯିବ ୩୦୦ ଟଙ୍କାର LPG ସବସିଡି

ନୂଆଦିଲ୍ଲୀ: ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍ ସଂଯୋଗ ପାଇଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଗାଇଡଲାଇନ୍। ଆସନ୍ତା ଜୁନ୍ ୩୦…

ଗ୍ୟାସ ଲିକ୍ ଘଟଣା: ଚେନ୍ନାଇରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଡ଼ିଶା ସରକାରଙ୍କ ଟିମ୍

ଭୁବନେଶ୍ବର: ଚେନ୍ନାଇରେ ପହଞ୍ଚିଲା ଓଡ଼ିଶା ସରକାରଙ୍କ ଟିମ୍ । ଟିମ୍‌ର ନେତୃତ୍ୱ ନେଉଥିବା ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲା କହିଛନ୍ତି ଯେ, ଜଣେ ଶ୍ରମିକଙ୍କ ମୃତଦେହ ଗତକାଲି ରାତିରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ତାଙ୍କର ପୋଷ୍ଟମର୍ଟମ କରାଯିବ ।…