Latest Odisha News

BREAKING NEWS

ଦ୍ୱିତୀୟ ଥର ବର ସାଜିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଦିନ ବିବାହ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା IPL ୨୦୨୬ ପରେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏବେ ସେ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ସେ ଅଭିନେତ୍ରୀ ତଥା ମଡେଲ ମାହିକା ଶର୍ମାଙ୍କୁ ଡେଟ୍ କରୁଥିଲେ। ଗଣମାଧ୍ୟମ ରିପୋର୍ଟ…

ଖଇର କାଠ ଚୋରା ଚାଲାଣ ବେଳେ ବନବିଭାଗର ଅତର୍କିତ ଚଢାଉ, ୧ ଟନରୁ ଅଧିକ ଜବତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘୋଘରପାଲି ରିଜର୍ଭ ଫରେଷ୍ଟ ଭିତରେ ରାତିର ଅନ୍ଧାରରେ ଚାଲିଥିଲା ଖଇର କାଠ ଚୋରାଚାଲାଣ । ଖବରପାଇ ଖଇର କାଠ ଜବତ କଲା ବନବିଭାଗ । ଘଟଣାସ୍ଥଳରୁ ୧ ଟନରୁ ଅଧିକ କାଠ ଜବତ କରିଥିବା ସୂଚନା ଦେଇଛି ବନ ବିଭାଗ । ତେବେ ଏହି ଜବତ ଖଇର କାଠ…

ଓଡ଼ିଶାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା ଟାଟା 

ଭୁବନେଶ୍ୱର: ଟାଟା ପାୱାର୍ କମ୍ପାନୀର ଦକ୍ଷତା ବିକାଶ ଶାଖା ଟାଟା ପାୱାର୍ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (ଟିପିଏସଡିଆଇ), ଆର୍ଥିକ ବର୍ଷ ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା…

Attack Mining Officer:ମୋରମ ମାଫିଆଙ୍କ ଆତଙ୍କରାଜ; ଖଣି ଅଧିକାରୀଙ୍କୁ କଲେ ସଂଘବନ୍ଧ ଆକ୍ରମଣ, ଭାଙ୍ଗିଲେ ଗାଡ଼ିର…

ବାଲେଶ୍ୱର:ପୁଣି ଦେଖାଦେଇଛି ମୋରମ ମାଫିଆଙ୍କ ଆତଙ୍କରାଜ । କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆ ସଂଘବନ୍ଧ ଆକ୍ରମଣ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ କରିବା ସହ ଗାଡ଼ିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍…

LPG carrier crossed Hormuz: ତେଲ ସଙ୍କଟ ଭିତରେ ଆସିଲା ଆଶ୍ବସ୍ତିକର ଖବର, ହର୍ମୂଜ୍ ପାର୍ କରି ଆସୁଛି ୨ଟି ଜାହାଜ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଏବଂ ଦେଶରେ ପେଟ୍ରୋଲ, ଡିଜେଲ ଏବଂ CNG ର ବୃଦ୍ଧି ପାଇଥିବା ମୂଲ୍ୟ ମଧ୍ୟରେ, କିଛି ଆଶ୍ୱସ୍ତି ଖବର ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ, ଦୁଇଟି ଜାହାଜ ସୁରକ୍ଷିତ ଭାବରେ ହରମୁଜ୍ ପ୍ରଣାଳୀ ପାର କରି ଭାରତରେ ପହଞ୍ଚିଛି। ଏହି ଦୁଇଟି ବଡ଼ ଜାହାଜ…

Islamic State ‘second in command’ killed: ISISର ଟପ୍ ଆତଙ୍କୀକୁ ମାରି ଗଡାଇଲା ଆମେରିକା, ଟ୍ରମ୍ପଙ୍କ ବଡ ଦାବି

ନୂଆଦିଲ୍ଲୀ: ଆମେରିକା ବିଶ୍ୱ ଆତଙ୍କବାଦ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଶୀର୍ଷ ISIS କମାଣ୍ଡର ଆବୁ-ବିଲାଲ ଅଲ-ମିନୁକିକୁ ହତ୍ୟା କରିଥିବା ଦାବି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ ମାଧ୍ୟମରେ ଏହି…

Pm Modi Netherlands Visit: ଭାରତୀୟ ନାଚଗୀତ ସହ ନେଦାରଲ୍ୟାଣ୍ଡରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ବାଣିଜ୍ୟ ଏବଂ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଦରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଏହା ତାଙ୍କର ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟ, ଯାହାର ଲକ୍ଷ୍ୟ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଗ୍ରୀନ ଗ୍ରୋଥରେ ଭାରତର ସହଭାଗୀତାକୁ ସୁଦୃଢ଼ ​​କରିବା। ସେ ପୂର୍ବରୁ ଶୁକ୍ରବାର ୟୁଏଇ…

Petroleum Stock in UAE: ଏବେ ତେଲ, ଗ୍ୟାସ ଚିନ୍ତା ଗଲା…UAE ସହ ବଡ ଡିଲ୍, ନିଜ ଦ୍ବିତୀୟ ଘର କହିଲେ ପିଏମ୍ ମୋଦି…

ନୂଆଦିଲ୍ଲୀ: ତେଲ, LNG-LPG, ଏବଂ ୫ ବିଲିୟନ ଡଲାର ନିବେଶ... ବିଶ୍ବ ଶକ୍ତି ସଙ୍କଟ ମଧ୍ୟରେ UAEରୁ ଭାରତକୁ ମିଳିଲା ବଡ ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ୫ ରାଷ୍ଟ୍ର ଗସ୍ତରେ ଥିବା ବେଳେ ଶୁକ୍ରବାର UAEରେ ପହଞ୍ଚିଥିଲେ । ଏହି ସମୟରେ ପ୍ରତିରକ୍ଷା, ଅଶୋଧିତ ତୈଳ ଏବଂ…

Brutal Murder:ମାଇଁଙ୍କ ଭଉଣୀକୁ ବୀଭତ୍ସ ହତ୍ୟା କଲା ନିଶାସକ୍ତ ଭଣଜା; କାରଣ ଅସ୍ପଷ୍ଟ

କାକଟପୁର:ସମ୍ପର୍କରେ ଲାଗିଲା ଦାଗ । ମାଉସୀକୁ ହତ୍ୟା କଲା ପୁତୁରା । ଦୀର୍ଘ ଦିନ ଧରି ମାମୁ ଘରେ ରହି ମାମୁଙ୍କ କଲ୍ୟାଣ ମଣ୍ଡପରେ କାମ କରୁଥିଲା ଭଣଜା । ଗତ କାଲି ବିଳମ୍ବିତ ରାତିରେ ଏକ ଧାରୁଆ ମାରଣାସ୍ତ୍ରରେ ମାଇଁଙ୍କ ଭଉଣୀଙ୍କୁ ତଣ୍ଟି କାଟି ହତ୍ୟା କରିଛି । କାକଟପୁର ଶଙ୍କରେଶ୍ବରରେ ଏହି…

LIC ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର

କଟକ: କଟକ ମାଛୁଆ ବଜାର ଏଲଆଇସି ଅଫିସରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ନିଆଁ ଲାଗିବା ଯୋଗୁ ଵ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ତଳ ମହଲାରେ ଲାଗିଥିଲା। ଉପର ମହଲାକୁ ନିଆଁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ ମାନେ…