Latest Odisha News

BREAKING NEWS

କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ୧୪ ମୃତ; ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା 

ଲକ୍ଷ୍ନୌ: ସୋମବାର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜର ପୁରୁଣାନିଆ ଅଞ୍ଚଳରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ସହରକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। କୋଚିଂ…

ଚାମେଲି ଓଝା ଘଟଣାରେ ଆଉ ଜଣେ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଘଟଣାରେ ସୋମବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜୁନ୍ ୧୧ ତାରିଖରେ ଘଟିଥିବା ଏକ ଘଟଣାରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ କାର୍ଯ୍ୟାଳୟ…

ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟ, କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ସ୍ନାତକ ପାଠ୍ୟକ୍ରମ ନାମଲେଖାର (ଫେଜ୍‌-୧ ଆଡ଼ମିଶନ) ପ୍ରଥମ ମେଧା ତାଲିକା ଆଜି ପ୍ରକାଶିତ ହୋଇଛି । ପ୍ରଥମ ମେଧା ତାଲିକାରେ ରାଜ୍ୟର ୧ ଲକ୍ଷ ୭୮ ହଜାର ୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଉଚ୍ଚ…

ଶିକ୍ଷା ବିଭାଗର ନୂଆ ପଦକ୍ଷେପ; ପାଠ୍ୟପୁସ୍ତକରେ ତ୍ରୁଟିକୁ ରୋକିବାକୁ ଏଣିକି ବହିରେ ରହିବ ବାରକୋଡ୍

ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ନେଇ ବିବାଦ ସୃଷ୍ଟି ହେବା ପରେ ସଜାଗ ହୋଇଛି ଶିକ୍ଷା ବିଭାଗ । ପାଠ୍ୟପୁସ୍ତକରେ ତ୍ରୁଟି ରୋକିବା ଏବଂ ପାଠପଢ଼ାକୁ ଅଧିକ ଆଧୁନିକ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏଣିକି ପାଠ୍ୟପୁସ୍ତକରେ ରହିବ ବାରକୋଡ୍ ବ୍ୟବସ୍ଥା । ବାରକୋଡ୍…

ନର୍ସଙ୍କ ମନମାନି, ଜ୍ଵର ଇଞ୍ଜେକ୍ସନ ବଦଳରେ ଶିଶୁକୁ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ

ଭଦ୍ରକ: ଶିଶୁକୁ ଜ୍ଵର ଇଞ୍ଜେକ୍ସନ ବଦଳରେ ନର୍ସ ଦେଲେ କୁକୁର କାମୁଡା ଇଞ୍ଜେକ୍ସନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଶିଶୁ ଟିକୁ ତୁରନ୍ତ ଯାଜପୁରକୁ ନେଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବା ପରେ ଶିଶୁଟି ସୁସ୍ଥ ହୋଇଥିଲା ।…

ପିଲା ଚୋରି ଗୁଜବ ଓ ଭିଡ଼ ହିଂସା ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ, ଗିରଫଦାରୀ ସଂଖ୍ୟା ୨୪କୁ ବୃଦ୍ଧି

ରାୟଗଡ଼ା: କଲ୍ୟାଣସିଂହପୁରରେ ସମ୍ପ୍ରତି ପିଲା ଚୋରି ଗୁଜବକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ପରେ ପରିସ୍ଥିତିକୁ ସ୍ୱାଭାବିକ ରଖିବା ଏବଂ ସାଧାରଣ ଲୋକଙ୍କ ମନରେ ଆଇନ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି, ଆଇନଜୀବୀମାନଙ୍କ ସହାୟତା ରାଶିରେ ୪୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ସହାୟତା ପାଇଁ ଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ଆଇନଜୀବୀ ମାନଙ୍କୁ ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇନଜୀବୀ ମାନଙ୍କ ପାଇଁ ଏହି ସହାୟତା ରାଶିର ପରିମାଣ…

Maoist Dump: ଜଙ୍ଗଲରେ ମାଓ ଡମ୍ପ୍ ଠାବ;ଡିଭିଏଫ ଯବାନ ଉଦ୍ଧାର କଲେ ବିପୁଳ ମାଓ ଅସ୍ତ୍ରଶସ୍ତ୍ର

କୋରାପୁଟ:ବୈପାରୀଗୁଡା ଥାନା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି । ଆଜି ଭୋର ସମୟରେ ଡିଭିଏଫ ଯବାନ ଚଢ଼ଉ କରି ଏଇ ସବୁ ସାମଗ୍ରୀ ଉଦ୍ଧାର କରିଥିବା ନେଇ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ସୂଚନା ଦେଇଛନ୍ତି।…

NEET UG ପରୀକ୍ଷା; ସୋଲଭର ଗ୍ୟାଙ୍ଗର ୩୦ ଗିରଫ, ନକଲି ପରୀକ୍ଷାର୍ଥୀ…

ନୂଆଦିଲ୍ଲୀ: ରବିବାର NEET UG ପରୀକ୍ଷାରେ ସୋଲଭର ଗ୍ୟାଙ୍ଗର ପର୍ଦ୍ଦାଫାସ ହେବାର ଗୋଟିଏ ଦିନ ପରେ ପୋଲିସକୁ ନୂଆ ସୁରାକ ମିଳିଛି। ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ବାୟୋମେଟ୍ରିକ୍ ଯାଞ୍ଚ ସିଷ୍ଟମକୁ ହ୍ୟାକ୍…

ରାୟଗଡ଼ା ଭିଡ଼ ହିଂସା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତୁରନ୍ତ ଆକ୍ସନ ସହ ୬୦ ଦିନରେ ଚାର୍ଜସିଟ୍ ଦାଖଲ କରାଯାଉ: ମହିଳା କମିଶନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧୀନ ସାଇନଗରରେ ୨ ସ୍ୱେଚ୍ଛାସେବୀଙ୍କୁ ଆକ୍ରମଣ ଓ ଭିଡ଼ ହିଂସା ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ମହିଳା କମିଶନ । ତୁରନ୍ତ ଆକ୍ସନ ସହ ୬୦ ଦିନରେ ଚାର୍ଜସିଟ ପାଇଁ ଏସପିଙ୍କୁ ଦେଲେ ନିର୍ଦ୍ଦେଶ କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଏହି…