Latest Odisha News

BREAKING NEWS

ମହମ୍ମୁଦାଲ୍ଲା ଏକାକୀ ଲଢ଼ିଲେ: ଦକ୍ଷିଣ ଆଫ୍ରିକା ନିକଟରୁ ବାଂଲାଦେଶର ଶୋଚନୀୟ ପରାଜୟ

ୱାଙ୍ଖେଡ: ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ୧୪୯ ରନରେ ଶୋଚନୀୟ ଭାବେ ବାଂଲାଦେଶକୁ ପରାସ୍ତ କରିଛି । କ୍ୱିଂଟନ ଡିକକ ଓ ହେନରୀ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରମାନେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । ୩୮୩ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ…

ବାତ୍ୟା ହାମୁନ୍ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବୁଧବାର ବାଂଲାଦେଶ ଉପକୂଳ ଅତିକ୍ରମ କରିବ

ନୂଆଦିଲ୍ଲୀ: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ 'ହାମୁନ୍' ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି…

ବରଗଡ଼ରେ ରହସ୍ୟମୟ ପରିସ୍ଥିତିରେ ନଦୀରୁ ମିଳିଲା ମୃତ ଦେହ

ବରଗଡ଼: ମଙ୍ଗଳବାର ନଦୀରେ ଭାସୁଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଏବେ ରହସ୍ୟ ଘେରରେ ରହିଛି। ମୃତକ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ବାରିକେଲା ଗ୍ରାମର ଗଣପତି ବେହେରା। ଗତ କିଛି ବର୍ଷ ହେବ ସେ ସହରର ଏକ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଗାଁର କିଛି ଲୋକ…

ଦାଦାବଟି ଆଦାୟ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ: ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରଥମ ମାମଲାରେ ଅଭିଶେକ ପ୍ରଧାନ ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରେଡକ୍ରସ ରୋଡରେ ଜଣେ ଦୋକାନୀଙ୍କୁ ଛୁରି ଦେଖାଇ ଭୟଭୀତ କରିବା ସହ ଦାଦାବଟି ମାଗିଥିବା ଅଭିଯୋଗ ହୋଇଛି।…

ଭୋଟର ତାଲିକା ସଂଶୋଧନ ପାଇଁ ୫୩ ଓଏଏସ୍ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ଓଡ଼ିଶା ସରକାର ଭୋଟର ତାଲିକାର ସଂଶୋଧନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୫୩ ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ ଏହି ବଦଳି ସମ୍ପର୍କରେ ଘୋଷଣା କରାଯାଇଛି।…

ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୫ ଦିନରେ ନଗଦ ୨୪୪ କୋଟି ଟଙ୍କା ଜବତ

ଜୟପୁର: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ଥାନରେ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ଗତ ୧୫ ଦିନ ମଧ୍ୟରେ ୨୪୪ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ବେଆଇନ ସାମଗ୍ରୀ ଜବତ କରିଛନ୍ତି ।…

ଖେଳାଳିଙ୍କ ସହ ଚୁକ୍ତି କଲା ଇସିବି, ଷ୍ଟୋକ୍ସ ବର୍ଷେ ପାଇଁ ଅନୁବନ୍ଧ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ବୋର୍ଡ ମଙ୍ଗଳବାର ଖେଳାଳିମାନଙ୍କ ସହ ନୂତନ ଚୁକ୍ତି ମିଆଦର ଘୋଷଣା କରିଛି । ତେବେ ଏଥିରେ ଟେଷ୍ଟ ଟିମ ଅଧିନାୟମ ବେନ ଷ୍ଟୋକ୍ସଙ୍କୁ ବର୍ଷେ ପାଇଁ ଚୁକ୍ତିବଦ୍ଧ କରାଯାଇଛି । ସେହିପରି ୪୧ ବର୍ଷୀୟ ପେସ ବୋଲର ଜେମ୍ସ ଆଣ୍ଡରସନଙ୍କୁ ମଧ୍ୟ ଗୋଟିଏ ବର୍ଷ ପାଇଁ ଚୁକ୍ତି…

ଅନଲାଇନ ଠକେଇ ଏଡାଇବାକୁ ଆପଣାନ୍ତୁ ଏହି ଟିପ୍ସ, ସୁରକ୍ଷିତ ରହିବ ଟଙ୍କା ଓ ଡାଟା

ନୂଆଦିଲ୍ଲୀ: ଚାଲିଛି ପାର୍ବଣର ଋତୁ । ଏହି ସମୟ ମଧ୍ୟରେ, ଅଧିକାଂଶ ଲୋକ ଅନଲାଇନ୍ ସପିଂ କରିବାକୁ ପସନ୍ଦ କରନ୍ତି । ଆଉ ଏହି ସମୟରେ ମଧ୍ୟ ସକ୍ରିୟ ହୋଇଥାନ୍ତି ଅନଲାଇନ ଠକମାନେ । ଏମାନେ ବିଭିନ୍ନ କୌଶଳ କରି ଲୋକଙ୍କ ଟଙ୍କା ଠକି ନେବାକୁ ଚେଷ୍ଟା କରନ୍ତି । ଏପରି ପରିସ୍ଥିତିରେ, ଅନଲାଇନ୍ ସପିଂ…

ଏସିଆନ ପାରା ଗେମ୍ସ: ଦ୍ୱିତୀୟ ଦିବସରେ ଭାରତକୁ ୧୮ ପଦକ

ହାଙ୍ଗଝୋଉ: ପାରା ଏସିଆନ ଗେମ୍ସର ଦ୍ୱିତୀୟ ଦିବସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ କରି ୪ ସ୍ୱର୍ଣ୍ଣ ସମେତ ୧୮ ପଦକ ଜିତିଛନ୍ତି । ପ୍ରଥମ ଦିବସରେ ଭାରତ ୧୭ ପଦକ ହାସଲ କରିଥିଲେ । ପ୍ରାଚୀ କାନୋଇ କେଏଲ୨ ଇଭେଂଟରେ ସ୍ୱର୍ଣ୍ଣ ଜିତିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ଟି୨୦ ୪୦୦…

ବିଜୟା ଦଶମୀରେ ଅସ୍ତ୍ର ପୂଜା ଭାରତ ଆଧିପତ୍ୟ ପାଇଁ ନୁହେଁ ବରଂ ସୁରକ୍ଷା ପାଇଁ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତରେ କୌଣସି ଭୂମି ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ ବରଂ ନିଜ ଭୂମିର ସୁରକ୍ଷା ପାଇଁ ଅସ୍ତ୍ର ପୂଜା କରାଯାଏ। ବିଜୟା ଦଶମୀରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ଭାରତ ମାଟିରେ କୌଣସି…