Latest Odisha News

BREAKING NEWS

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ: ଉପାସରେ ମହାପ୍ରଭୁ

ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ  ଅସନ୍ତାେଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା  ମହାଦେବଙ୍କ ନୀତି । ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା  ନିଯୋଗ…

ଦଶହରା ଦେଖି ଫେରୁଥିଲେ, ଅଧାବାଟରେ ଚାଲିଗଲା ୪ ଜୀବନ

ନୂଆପଡା:ଲୁହରେ ଭିଜିଲା ଦଶହରା ଖୁସି । ଦଶହରା ବୁଲି ଯାଇଥିଲେ । ହେଲେ ଘରକୁ ଫେରିଲେନି । ଫେରିଲା ମୃତଦେହ । ଭୟଙ୍କର ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଚାଲି ଯାଇଛି ୪ ଜୀବନ । ଦୁର୍ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ ଥାନା ରାଜପୁର ଛକ…

ରାସ୍ତା ମଝିରେ ହୁତହୁତ ଜଳିଗଲା କାର, ଭିତରେ ଥିଲେ ୪ ଜଣ

ବାଲିପାଟଣା:ଜଳିଗଲା କାର । ରାସ୍ତାରେ ଯାଉଥିବା ସମୟରେ ହୁତ ହୁତ ଜଳିବାକୁ ଆରମ୍ଭ କରିଥିଲା । ଜଳିବା ସମୟରେ କାରରେ ବସିଥିଲେ ଜଣେ ଶିଶୁ ସମେତ ୪ ଜଣ । ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱର ଉପଖଣ୍ଡ ବାଲିପାଟଣା ଥାନା ଅନ୍ତର୍ଗତ ନିଶ୍ଚିନ୍ତ ପୁରଠାରେ । ମଙ୍ଗଳବାର ରାତିରେ କାରଟି…

ନୀରବି ଯାଇଛି କୋଳାହଳ, ଚାରିଆଡ ଖାଁ..ଖାଁ…ଆଜି ମେଲାଣି ନେବେ ମା’

ଭୁବନେଶ୍ୱର: ଆଜି ସବୁଆଡ ଲାଗୁଛି ଖାଁ..ଖାଁ..ଶୂନଶାନ । ଯେମିତି ବନ୍ଧୁବାନ୍ଧବରେ ପରିପୂର୍ଣ୍ଣ ଗହଳି ଘର ହଠାତ ନୀରବି ଯାଇଛି । ପୂଜା ମଣ୍ଡପ ଶୂନ୍ୟ ପଡିଛି । ମା’ ଅଛନ୍ତି ହେଲେ ଭିଡ ନାହିଁ  । ଠାଏ ଠାଏ ଖୋଲା ହେବାକୁ ଲାଗିଲାଣି ତୋରଣ । ଆଜି ମେଲାଣି ନେବା ମା’ । ସେଥିପାଇଁ ବୋଧହୁଏ…

କବିତା : ଜୀବନ ସଙ୍ଗୀତ

ବିନୋଦିନୀ ଦାଶ ଗାଉଥାଏ ନିତି ଏ ମଣିଷ ଜାତି ତା'ର ଜୀବନ ସଙ୍ଗୀତ ସୁଖଦୁଃଖ ବୋଳା ଲହରୀର ମାଳା ହୃଦୟକୁ ହିଲ୍ଲୋଳିତ ସମ ବିଷମ ଗତି ଜନମୁ ମରଣ ତାଳ ଭିନ୍ନ ଭିନ୍ନ ଦେଇ ଚାଲଇ ନିୟତି ସେଠୁ ଲଭଇ ତୃପ୍ତି ଅତୃପ୍ତି । ବୁଝିଥାଏ ମନ ମାଟିଦେହ ଲୀନ ହୋଇବ ଦିନେ ମାଟିରେ ତଥାପି ଲୋଭରେ…

ନିଜ୍ଜର ହତ୍ୟା ମାମଲାରେ ଟ୍ରୁଡୋଙ୍କୁ ଝଟକା:ଭାରତ ସପକ୍ଷରେ ଛିଡା ହେଲେ କାନାଡା ବିରୋଧୀ ଦଳ ନେତା

ନୂଆଦିଲ୍ଲୀ:ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ-କାନାଡା ସମ୍ପର୍କରେ ତିକ୍ତତା ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ  ଟ୍ରୁଡୋଙ୍କୁ ଲାଗିଛି ବଡ ଝଟକା । କାନାଡାର କନଜରଭେଟିଭ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳ ନେତା ପିୟରେ ପୋଇଲିବ୍ରେ କହିଛନ୍ତି, ୮ ବର୍ଷ…

‘ଜମ୍ମୁ-କଶ୍ମୀରରେ ପ୍ରାୟ ଶେଷ ହୋଇଛି ଆତଙ୍କବାଦ, କମିଛି ଭୟର ବାତାବରଣ’

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପ୍ରାୟ ଶେଷ ହୋଇସାରିଛି ଏବଂ ଏହାର ଅବଶିଷ୍ଟ ମୂଳ ମଧ୍ୟ ଶୀଘ୍ର ହଟାଯିବ । ମଙ୍ଗଳବାର ଗଣମାଧ୍ୟମକୁ ଏପରି କହିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ । ସେ କହିଛନ୍ତି ଯେ, ୨୦୨୩ରେ କେବଳ ୧୦ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦରେ ସାମିଲ…

ହମାସ-ଇସ୍ରାଏଲ ଯୁଦ୍ଧ: ‘ମହାସଙ୍କଟର ସାମ୍ନା କରିପାରେ ବିଶ୍ବ ଅର୍ଥନୀତି’

ରିୟାଦ: ଗତ ୭ ତାରିଖରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯାହା ଆଗାମୀ ଦିନରେ ମାନଙ୍କରେ ବିଶ୍ବ ଅର୍ଥନୀତି ଉପରେ ସଙ୍କଟ ହୋଇ ଠିଆହେବ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ବ୍ୟାଙ୍କର ସଭାପତି ଅଜୟ ବଙ୍ଗା । ବିଶ୍ବ ବ୍ୟାଙ୍କର ସଭାପତି କହିଛନ୍ତିଯେ, ଇସ୍ରାଏଲ…

ମହମ୍ମୁଦାଲ୍ଲା ଏକାକୀ ଲଢ଼ିଲେ: ଦକ୍ଷିଣ ଆଫ୍ରିକା ନିକଟରୁ ବାଂଲାଦେଶର ଶୋଚନୀୟ ପରାଜୟ

ୱାଙ୍ଖେଡ: ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ୧୪୯ ରନରେ ଶୋଚନୀୟ ଭାବେ ବାଂଲାଦେଶକୁ ପରାସ୍ତ କରିଛି । କ୍ୱିଂଟନ ଡିକକ ଓ ହେନରୀ କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରମାନେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିଥିଲେ । ୩୮୩ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ…

ବାତ୍ୟା ହାମୁନ୍ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବୁଧବାର ବାଂଲାଦେଶ ଉପକୂଳ ଅତିକ୍ରମ କରିବ

ନୂଆଦିଲ୍ଲୀ: ମଙ୍ଗଳବାର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ 'ହାମୁନ୍' ଘନୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି…