Latest Odisha News

BREAKING NEWS

ନବରାତ୍ରୀରେ ମା’ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଜମ୍ମୁ: ନବରାତ୍ରୀ ଅବସରରେ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ସମାଗମ ହୋଇଛି । ଜଗତଜନନୀଙ୍କ ଦର୍ଶନ ଲାଗି ଦେଶର ବିଭିନ୍ନ କୋଣ ଅନୁକୋଣରୁ ପହଞ୍ଚଛନ୍ତି ଶ୍ରଦ୍ଧାଳୁ । ଜମ୍ମୁର ରିୟାସୀ ଜିଲ୍ଲା ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ମା' ବୈଷ୍ଣୋ ଦେବୀଙ୍କ ମନ୍ଦିରରେ…

ଓଡ଼ିଆ ଫିଲ୍ମ ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ

ଭୁବନେଶ୍ୱର: ଦଶହରା ଉପଲକ୍ଷେ ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର 'ରାମ' କୁ ନେଇ ଦେଖାଦେଇଛି ବିଭିନ୍ନ ପ୍ରକାର ବିବାଦ। ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଫିଲ୍ମଟି ସାରା ଓଡିଶାରେ ରିଲିଜ…

କାର ଓ ବସ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୭ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁର ତିରୁବନାମଲାଇ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଓ ବସର ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆସାମର ପାଞ୍ଚ ଜଣ ଶ୍ରମିକ ଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ…

ଆତଙ୍କୀ ଗଡ଼ ଧ୍ୱଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍, ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍। ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ଲଗାତାର ପ୍ରୟାସ ଜାରି ରହିଛି। ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼…

ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ କେତେ ରହିଛି ପେଟ୍ରୋଲ-ଡିଜେଲ ମୂଲ୍ୟ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି । ଯାହାର ପ୍ରଭାବ ଜାତୀୟ ସ୍ତରରେ ମଧ୍ୟ ପଡିଥିବା ପରିଲିକ୍ଷିତ ହେଉଛି । ରାଜ୍ୟ ସ୍ତରରେ ଲାଗୁ ହୋଇଥିବା ଟିକସ ଯୋଗୁଁ ବିଭିନ୍ନ ରାଜ୍ୟର ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ରହିଛି ।…

ଦଶହରା ଛୁଟିରେ ଘରକୁ ଫେରୁଥିଲେ ଦମ୍ପତି, ସ୍ୱାମୀଙ୍କୁ ପିଟି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ଦଶହରା ଛୁଟି ହେଲା କାଳ। ସ୍ୱାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ପୀଡ଼ିତା ଜଣକ ସ୍ୱାମୀଙ୍କ ସହ ବାଇକ ଯୋଗେ ଦଶହରା ଛୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ…

ତାୱାଙ୍ଗରେ ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ରାଜନାଥ

ଇଟାନଗର: ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଶସ୍ତ୍ର ପୂଜା କରିବା ସହ ବିଜୟାଦଶମୀ ପାଳନ କରିଛନ୍ତି। ଏହାସହ ତାୱାଙ୍ଗର ଚୀନ୍ ସୀମାରେ ଥିବା ଯୁଦ୍ଧ ସ୍ମାରକୀରେ ସହିଦ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଆସନ୍ତାକାଲି ଭସାଣ ଉତ୍ସବ, କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ଆସନ୍ତାକାଲି ଭକ୍ତଙ୍କ ଗହଣରୁ ମେଲାଣି ନେବେ ମା’ ଦୁର୍ଗା । ବିଭିନ୍ନ ପୂଜାଣ୍ତପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହେବ ଏବଂ ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ କରିଛି ଟ୍ଵିନସିଟି ପୋଲିସ । ଟ୍ରାଫିକ୍ ସମସ୍ୟାକୁ…

୫୫୦ କିମି ରାସ୍ତା ଦୌଡି ଦୌଡି ପୁରୀରେ ପହଞ୍ଚିଲେ ଅନୀଲ; କାଳିଆ ଦର୍ଶନ କରି କୃତକୃତ୍ୟ ହେଲେ

ପୁରୀ: ଡାକୁଥିଲା ଜଗା । ଏଡାଇ ପାରିଲେନି କାଳିଆର ଆମନ୍ତ୍ରଣ । ତେଣୁ  ଝାରସୁଗୁଡାରୁ ଆସିଲେ ପୁରୀ ପୁଣି ଦୌଡ ଦୌଡି  ।  କାଳିଆ ଦର୍ଶନ କରି ଭକ୍ତିରେ ବିଭୋର ହୋଇପଡିଛନ୍ତି ଅନିଲ ଗୁପ୍ତା । ଦୀର୍ଘ ୫୫୦ କିଲୋମିଟର ରାସ୍ତା ଚାଲି ଚାଲି ଆସିବାର କ୍ଳାନ୍ତି ଯେମିତି ତାଙ୍କର ଗୋଟିଏ…

ନବଦୁର୍ଗାଙ୍କ ୯ଟି ବେଶକୁ କାନଭାସରେ ଓଲଟା ଆଙ୍କି ଚର୍ଚ୍ଚାରେ ଯୁବଶିଳ୍ପୀ ଆୟୁଷ

ପୁରୀ: ପୁଣି ଚର୍ଚ୍ଚାରେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର । ଶାରଦୀୟ ଦୁର୍ଗାପୂଜା ଅବସରରେ ମା ଦୁର୍ଗାଙ୍କର ୯ଟି ବେଶକୁ ଏକକ ଚିତ୍ରକଳା ମାଧ୍ୟମରେ ଓଲଟା ପରିବେଷଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଯୁବଶିଳ୍ପୀ ଆୟୁଷ । ପୂର୍ବରୁ ଆୟୁଷ ପର୍ବପର୍ବାଣି ସମୟରେ ବିଭିନ୍ନ…