୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ଶ୍ରେଷ୍ଠ ଉଦାହରଣ ହେବ: ଅରବିନ୍ଦ କେଜ୍ରିଓ୍ୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ରବିବାର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବା ଦେଶଭକ୍ତିର ସବୁଠାରୁ ବଡ଼ କାମ ବା ଉଦାହରଣ ହେବ।
ବିଜେପି ଦୁଇ ଥର କ୍ଷମତାରେ ଥାଇ ମଧ୍ୟ ଦେଶକୁ ପ୍ରଗତି ପଥରେ ଆଗେଇ ନେବାରେ ବିଫଳ…