ମହିଳା ସଂରକ୍ଷଣ ବିଲ୍ ପାସ୍; ମୋଦୀଙ୍କୁ ଧନ୍ୟବାଦ ଜଣାଇ ସିଂହଦ୍ୱାର ସାମ୍ନାରେ ମହିଳା ମୋର୍ଚ୍ଚାର ଦୀପଦାନ
ପୁରୀ: ସଂସଦରେ ୩୩% ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ସମଗ୍ର ନାରୀ ସମାଜ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ସେଥିପାଇଁ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁରୀ ମହିଳା ମୋର୍ଚ୍ଚା…