ଲାଞ୍ଚ ମାମଲାରେ ଆରଆଇଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଲେ କୋର୍ଟ
କୋରାପୁଟ: ଲାଞ୍ଚ ମାମଲାରେ କୋରାପୁଟ ଜିଲ୍ଲା ଭିଜିଲାନ୍ସ କୋର୍ଟ ଜଣେ ପୂର୍ବତନ ଉନ୍ନୟନ କିରାଣୀଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟର ପୂର୍ବତନ କିରାଣୀ ପ୍ରକାଶ କୁମାର ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି।
ତଦନ୍ତ…