Latest Odisha News

BREAKING NEWS

କଲମ୍ବୋ: କୋହଲି, କେ.ଏଲଙ୍କ ଭାଗିଦାରୀ କଲା ବଡ଼ ରେକର୍ଡ

କଲମ୍ବୋ: ସୋମବାର ଏସିଆ କପ୍ ସୁପର-୪ ମୁକାବିଲାରେ ବିରାଟ କୋହଲି (ଅପରାଜିତ ୧୨୨) ଓ ଲୋକେଶ ରାହୁଲ (ଅପରାଜିତ ୧୧୧)ଙ୍କ ଧୂଆଁଧାର ଶତକ ବଳରେ ପାକିସ୍ତାନ ବୋଲରକୁ ବଡ ଝଟକା ସାବ୍ୟସ୍ତ ହୋଇଛି। କୋହଲି ଓ ରାହୁଲଙ୍କ ଅପରାଜିତ ୨୩୩ ରନ୍ ବଳରେ ଭାରତ ବାକି ଦିନରେ ୨୫.୫ ଓଭରରେ କୌଣସି ଓ୍ୱିକେଟ ନ…

ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦିତ

ପୁରୀ: ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦନ ଲାଭ କରିଛି। ୨୦୨୨-୨୩ ବର୍ଷ ପାଇଁ ୧୩୦୦ କୋଟି ଏବଂ ୨୦୨୩-୨୪ ବର୍ଷ ପାଇଁ ୧୫୦୦ କୋଟିର ବ୍ୟୟବରାଦ କରାଯାଇଛି। ଏହା ସହିତ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କରୋନା ମହାମାରୀ ଥିବାରୁ ସେହି ଚାରିବର୍ଷର ବଜେଟ ମଧ୍ୟ ଆଜି ଅନୁମୋଦନ ଲାଭ…

ପୁଣି ଚର୍ଚ୍ଚାରେ ଏଲନ ମସ୍କ : ଏଥର ଗୁପ୍ତ ସନ୍ତାନ ଟେକ୍ନୋ ମେକାନିକ୍ସଙ୍କୁ ନେଇ

ନୁଆଦିଲ୍ଲୀ: ଏଲନ ମସ୍କଙ୍କୁ କିଏ ନ ଜାଣେ ? ବିଭିନ୍ନ ପ୍ରସଙ୍ଗକୁ ନେଇ ଏଲନ ସବୁବେଳେ ଚର୍ଚ୍ଚାରେ । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏଲନ । ଏଲନଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ସେପ୍ଟେମ୍ବର ୨୨ରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଛି  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ…

ରୁଷି ସୁନକଙ୍କୁ ଭାରତରେ ମିଳିଲାନି ଜ୍ୱାଇଁର ମର୍ଯ୍ୟଦା: ଅଭିଯୋଗ ଆଣିଲା ବ୍ରିଟିଶ ମିଡିଆ

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ଜ୍ୱାଇଁର ମର୍ଯ୍ୟଦା ମିଳିଲାନି । ଏମିତି ଅଭିଯୋଗ ଆଣିଛି ବ୍ରିଟେନ ମିଡିଆ । ଦ ଗାର୍ଜିୟାନରେ ଏକ ଆର୍ଟିକିଲ ପ୍ରକାଶ ପାଇଛି ଯାହାର ହେଡିଂରେ ଲେଖା ଯାଇଛି ରୁଷି କିଏ ? ଏହି ଆଲେଖ୍ୟକୁ ପଢିଲେ ବ୍ରିଟେନବାସୀଙ୍କ…

ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋରାପୁଟ: ଜୟପୁର ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଳା ଓ ସଂସ୍କୃତି ସଂଘ ଜୟପୁର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏବିଡିଓ ମନୋଜ…

ୱେଲକମ ଟୁ ଜଙ୍ଗଲର ବନ୍ଦ ହୋଇପାରେ ଶୁଟିଂ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ୱେଲକମ ଟୁ ଜଙ୍ଗଲର ଶୁଟିଂ ବନ୍ଦ ହୋଇପାରେ । ସୋମବାର ଫେଡେରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲାଇଜ ଭାୟାକମ ୧୮ର ସିଇଓ ଜ୍ୟୋତି ଦେଶପାଣ୍ଡେ ଓ ୱେଲକମ ୩ର କଳାକାର ଏବଂ ଟେକ୍ନିସିଆନଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ଫିଲ୍ମର…

ରାଜସ୍ଥାନ ରାଜନୀତି ସରଗରମ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ଜ୍ୟୋତି ମିର୍ଦ୍ଧା

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିଲାଗି ସମସ୍ତ ଦଳର ନେତାଙ୍କ କସରତ ଆରମ୍ଭ ହେଲାଣି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନାଗୋରର ପୂର୍ବତନ…

ବଙ୍ଗଳା କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ; ବାବୁଲ ସୁପ୍ରିଓଙ୍କ ସମେତ ୬ ମନ୍ତ୍ରୀଙ୍କ ବଦଳିଲା ବିଭାଗ

କୋଲକତା: ପଶ୍ଚିମବଙ୍ଗ କ୍ୟାବିନେଟରେ ଅଦଳବଦଳ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୬ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି। ବାବୁଲ ସୁପ୍ରିଓଙ୍କଠାରୁ ପର୍ଯ୍ୟଟନ ବିଭାଗ ନିଆଯାଇ ଶକ୍ତି ବିଭାଗରେ ଦାୟିତ୍ୱ ଦିଆଯାଇଛି। ସେହିପରି ଜ୍ୟୋତିପ୍ରିୟା ମଲ୍ଲିକ ଜଙ୍ଗଲ ବିଭାଗ ଦାୟିତ୍ୱରେ ଥିଲେ।…

ଜଣେ ଯୁବତୀଙ୍କ ଶରୀର ଭିତରେ ବାସ କରୁଛନ୍ତି ୯୩ ଟି ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ

ନୂଆଦିଲ୍ଲୀ: ଗୋଟିଏ ଶରୀର ହେଲେ ଅନେକ ବ୍ୟକ୍ତିତ୍ୱ । ଜଣେ ମଣିଷ କିନ୍ତୁ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କ ସହ ଜୀବନ କାଟୁଛନ୍ତି  । ଆପଣଙ୍କୁ ଏସବୁ ଅସମ୍ଭବ ଲାଗୁଥିଲେ ମଧ୍ୟ ଏହା ସମ୍ଭବ ହୋଇଛି । ଅବଶ୍ୟ ଏସବୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ । କାରଣ ଏଭଳି ଅଭାବନୀୟ ଓ ଆଶ୍ଚର୍ଯ୍ୟକର…