Latest Odisha News

BREAKING NEWS

ମୋହିତ: ମୁଁ ମୋ ଜୀବନରେ ୨ଟି ଫୋନ୍ କଲ୍ ଆଦୌ ଭୁଲି ପାରିବି ନାହିଁ 

ନୂଆଦିଲ୍ଲୀ: ଟେଲିଭିଜନ ସୋ’ ‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ମୋହିତ ରୈନା ଘରେଘରେ ପରିଚିତ। ଅନେକ ବୟସ୍କ ଲୋକ ତାଙ୍କୁ ବାସ୍ତବରେ ଭଗବାନ ଶିବ ବୋଲି ମନେ କରନ୍ତି। ଲାଇଫ ଓକେ ଟିଭିରେ ପ୍ରସାରିତ ହେଉଥିବା ମହାଦେବ ସିରିଏଲରେ ତାଙ୍କୁ ବେଶ୍ ଖ୍ୟାତି…

ଦେବାଶିଷ ହେବେ ଝାଡଖଣ୍ଡ କୋଚ, ରଶ୍ମିଙ୍କୁ ତ୍ରିପୁରା ୨୩ ବର୍ଷରୁ କମ ଟିମର ଦାୟିତ୍ୱ

ଭୁବନେଶ୍ୱର: ଓଡିଶାର ପ୍ରଥମ ରଣଜୀ ଖେଳାଳି ଦେବାଶିଷ ମହାନ୍ତି ତଥା ସିନିୟର ଖେଳାଳି ରଶ୍ମିରଂଜନ ପରିଡା ଏବେ ଅନ୍ୟ ରାଜ୍ୟର କୋଚ ଦାୟିତ୍ୱ ତୁଲାଇବେ । ଆଗକୁ ବ୍ୟସ୍ତବହୂଳ ଘରୋଇ କ୍ରିକେଟ ପ୍ରତିଯୋଗିତା ରହିଛି । ଦେବାଶିଷ ଝାଡଖଣ୍ଡର କୋଚ ହେବା ବେଳେ ରଶ୍ମିଙ୍କୁ ତ୍ରିପୁରାର ୨୩ ବର୍ଷରୁ କମ ଦଳର…

ଦୁଇ ନାବାଳିକାକୁ ଅସଦାଚରଣ ଅଭିଯୋଗ, ଯୁବକ ଗିରଫ

ଯାଜପୁର: ଦୁଇ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର କାଳିଆପାଣି ଥାନା ଅନ୍ତର୍ଗତ ସୁକୁରାନିଗ ଗ୍ରାମରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଏହି ଦୁଇ ନାବାଳିକା ନିଜ ଘର ନିକଟରେ ଖେଳୁଥିବା ବେଳେ ସେହି…

ଗଞ୍ଜାମରେ ଯୁବ ବିଜେଡି ନେତାଙ୍କୁ ହତ୍ୟା ଘଟଣାରେ ଦୁଇ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡରେ ଶାସକ ବିଜୁ ଜନତା ଦଳର ଜଣେ ସ୍ଥାନୀୟ ଯୁବନେତାଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କୁମାରପାଣି ଗ୍ରାମର ମଧୁସୂଦନ ବିଷୋୟୀ(40)। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା…

କେନ୍ଦ୍ର ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ, ଭାରତ ମଣ୍ଡପମ୍‌ରେ ପାଣି ଜମିଥିବା ଭିଡିଓ ସେୟାର କଲା କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭରତ ମଣ୍ଡପମଠାରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନ ଥିଲା। ସମ୍ମିଳନୀ ମଧ୍ୟରେ ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ହୋଇଛି, ଯାହା ପରେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବର୍ଷା ଯୋଗୁଁ…

ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ କମିସନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ କମିସନରେଟ୍ ପୁଲିସ ପକ୍ଷରୁ ବିକଟାଳ ଶବ୍ଦ ସୃଷ୍ଟି କରିବା ପାଇଁ ଟାମ୍ପରିଂ ସାଇଲେନ୍ସର ବ୍ୟବହାର କରୁଥିବା ବାଇକ୍ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସ ଏଭଳି ବାଇକ୍ ଜବତ କରିବା ସହ…

ବର୍ଷା ଯୋଗୁ ମ୍ୟାଚ ଅଧାରୁ ବନ୍ଦ, ରିଜର୍ଭ ଡେରେ ଖେଳାଯିବ ଭାରତ-ପାକ ମୁକାବିଲା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଏବେ ବର୍ଷା ଯୋଗୁ ରିଜର୍ଭ ଡେରେ ଖେଳାଯିବ । ରବିବାର ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା । ଏହା ପରେ ବର୍ଷା ହେବାକୁ ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ…

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ଗିରଫ ହେଲେ ବାପ-ପୁଅ

ବଲାଙ୍ଗୀର: ଚାକିରି କରାଇଦେବା ନାଁରେ ୨୦ରୁ ଅଧିକ ଯୁବକଙ୍କୁ ଠକିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକ ଓ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ବେଣୁଧର ଜଗତ ଓ ତାଙ୍କ ପୁଅ ହେମନ୍ତ ଜଗତ ନାମକ ଦୁଇ ଠକ ଏକ ରେଷ୍ଟୁରାଣ୍ଟ ଚଳାଉଥିଲେ। ପରେ ସେମାନେ ସହରର…

ଓଡ଼ିଶାର ସଫଳତାରେ ଖୁସି ହେବା ଶିଖୁ ବିଜେପି: ବିଜେଡି

ଭୁବନେଶ୍ୱର: ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସମେତ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ। କିନ୍ତୁ ଓଡ଼ିଶା ବିଜେପିର ପ୍ରତିକ୍ରିୟା ଏପରି ଥିଲା ଯେମିତିକି ଏକ ବଡ ଧରଣର ଦୁଃଖଦ ଓ ଖରାପ ଘଟଣା ଘଟିଛି ବୋଲି କହିଛନ୍ତି…

ଅଭିନେତ୍ରୀ ଓ ମହିଳାଙ୍କ ଫଟୋ ଜରିଆରେ ଅଶ୍ଳୀଳ ଭିଡିଓ, ଯୁବକ ଗିରଫ

କଟକ: ଅଭିନେତ୍ରୀ ଏବଂ କିଛି ମହିଳାଙ୍କ ଫଟୋକୁ ଅଶ୍ଳୀଳ ଭିଡିଓରେ ପରିଣତ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ସାଇବର୍ ପୁଲିସ। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରାର ଶ୍ରୀତମ ଜେନା ନାମକ ଏହି ଯୁବକ 'ଆଇ ଆମ୍ ଦି ଇଣ୍ଡିଆନ୍ ଡନ୍ ଅଫିସିଆଲ' ନାମରେ YouTube ଚ୍ୟାନେଲ…